Only for Entertainment

ରିଲିଜ ହେଲା ମ୍ୟୁଜିକ ଭିଡିଓ ‘ଇନ୍ତଜାର’, ଦେଖିବାକୁ ମିଳିଲା ଗୁରମିତ-ଶନାୟାଙ୍କ ଜବରଦସ୍ତ କେମେଷ୍ଟ୍ରୀ

YouTube
27

ଛୋଟ ପରଦାରୁ ଯାତ୍ରା ଆରମ୍ଭ କରି ବଲିଉଡରେ ପହଁଚିଥିବା ଗୁରମିତ ଚୌଧରୀ ଏବଂ ଶନାୟା ଇରାନୀଙ୍କ ନୂଆ ମ୍ୟୁଜିକ ଭିଡିଓ ନିକଟରେ ରିଲିଜ ହୋଇଛି । ଏହି ରୋମାଣ୍ଟିକ-ଇମୋସନାଲ ଗୀତରେ ଗୁରମିତ-ଶନାୟାଙ୍କ ଜବରଦସ୍ତ ବଣ୍ଡିଂ ଦେଖିବାକୁ ମିଳିଛି ।

ରିଲେସନସିପ ଶେଷ ହେବା ପରେ ମଧ୍ୟ ଦୁହିଁଙ୍କ ମନରେ ଯେଉଁ କିଛି ବି ଆଶା ବାକି ରହିଛି ତାହା ଗୀତରେ ଦେଖିବାକୁ ମିଳିଛି । ଗୀତରେ ଅରିଜିତ ସିଂ ଏବଂ ଅସିସ କୌରଙ୍କ ଆକର୍ଷଣୀୟ ଗାୟିକି ଶୁଣିବାକୁ ମିଳିଛି । ଗୀତର ଲିରିକ୍ସ ଏବଂ ଏହାକୁ କମ୍ପୋଜ କରିଛନ୍ତି ମିଥୁନ । ଗୀତରେ ଗୁରମିତ ଏବଂ ଶନାୟା ଇରାନୀଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭସ ମଧ୍ୟ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More