Only for Entertainment

ରିଲିଜ ହେଲା ‘ଆର୍ଟିକଲ ୧୫’ର ଇନ୍ତଜାରୀ ସଙ୍ଗ ।

ani
16

ନିକଟ ଅତୀତରେ ରିଲିଜ ହୋଇଥିଲା ବଲିଉଡ ଆକ୍ଟର ଆୟୁଷ୍ମାନ ଖୁରାନା ଏବଂ ତଲୱା ଷ୍ଟାରର ଫିଲ୍ମ ଆଟିକଲ ୧୫ର ଗୀତ ‘ନୈନା ୟେ’ । ବର୍ତ୍ତମାନ ଏହି ଫିଲ୍ମର ଆଉ ଏକ ଗୀତ ‘ଇନ୍ତଜାରୀ’ ରିଲିଜ ହୋଇଛି ।

ଆତ୍ମୀୟଭରା ଗୀତରେ ସେହି ସମୟକୁ ଦୃଶ୍ୟାୟାନ କରାଯାଇଛି ଯାହାକୁ ପ୍ରେମୀ ଯୁଗଳ କେବେ ବିତାଇଥିଲେ ଏବଂ ଆଜି ସେମାନେ ସେହି ମୁହୂର୍ତ୍ତକୁ ମନେ ପକାଉଛନ୍ତି । ଫିଲ୍ମର ଏହି ଗୀତକୁ ଆକ୍ଟର ଆୟୁଷ୍ମାନ ଖୁରାନା ତାଙ୍କ ଟ୍ୱିଟର ଆକାଉଂଟରେ ଶେୟାର କରିଛନ୍ତି । ଗୀତକୁ ଗାଇଛନ୍ତି ଅରମାନ ମଲ୍ଲିକ । ଟ୍ରେଲରରେ କିଭଳି ପୋଲିସ ଏକ ଘଟଣା ସହିତ ପ୍ରଭାବଶୂନ୍ୟ କାମ କରିଛି ତାହା ଦର୍ଶାଯାଇଛି । ଫିଲ୍ମ ଜୁନ ୧୮କୁ ସିନେମା ଘରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More