Only for Entertainment

ଫ୍ଲାଇଙ୍ଗ୍ କିସ୍ ଦେଇ ବିରାଟଙ୍କୁ ଚିୟର କଲେ ଅନୁଷ୍କା, ଦେଖନ୍ତୁ ଫଟୋ

The Quint
0 40

ଅନୁଷ୍କା ଶର୍ମା ଏବେ ନିଜର ଆଗାମୀ ଫିଲ୍ମ ‘ସୁଇ-ଧାଗା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ସମୟ ମିଳିବା ମାତ୍ରେ ପତି ବିରାଟ କୋହଲିଙ୍କ ସହିତ କ୍ୱାଲିଟି ଟାଇମ ବିତାଇଥିବା ଦେଖିବାକୁ ମିଳିଛି ।

anu

ନିକଟରେ ଅନୁଷ୍କା ଆରସିବି ତରଫରୁ ଖେଳୁଥିବା ବିରାଟ କେହଲିଙ୍କୁ ଚିୟର କରିବା ପାଇଁ ପହଁଚିଥିଲେ । ଅନୁଷ୍କା ମ୍ୟାଚ ସମୟରେ କିଙ୍କିସ୍ ଇଲେଭେନ ପଂଜାବର ମାଲିକାଣୀ ପ୍ରିତି ଜିଣ୍ଟାଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ ।

anu

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଏବଂ କିଙ୍କିସ୍ ଇଲେଭେନ ପଂଜାବ ମଧ୍ୟରେ ଥିବା ଏହି ମ୍ୟାଚରେ ବିରାଟଙ୍କୁ ଚୟର କରିବା ପାଇଁ ପହଁଚିଥିଲେ ଏବଂ ବିରାଟଙ୍କୁ ଫ୍ଲାଇଙ୍ଗ କିସ କରି ଚିୟର କରିଥିବାର ମଧ୍ୟ ହେଖିବାକୁ ମିଳିଥିଲା । ଏହା ସହିତ ଏବି ଡିଭିଲିୟର୍ସଙ୍କ ବ୍ୟଟିଂକୁ ମଧ୍ୟ ଉପଭୋଗ କରିଥିଲେ ।

anu3

ଏହା ପୂର୍ବରୁ ୮ ମାର୍ଚ୍ଚରେ ଆରସିବିର ପ୍ରଥମ ମ୍ୟାଚରେ ଟିମକୁ ହାରର ସାମ୍ନା କରିବାକୁ ପଡିଥିଲା । ତେବେ ଟିମର ଏହି ବିଜୟ ପାଇଁ ଅନୁଷ୍କାଙ୍କୁ ବିରାଟଙ୍କ ଲକି ଚାର୍ମ ମଧ୍ୟ କୁହାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More