Only for Entertainment

ଆଇପିଏଲ ୨୦୧୮ରେ ଧମାଲ ମଚାଇବେ କ୍ରିତି, ଦେଖନ୍ତୁ ଭିଡିଓ !

asianetnews
0 65

ବଲିଉଡ ସୁନ୍ଦରୀ କ୍ରିତି ସାନନ ଆଇପିଏଲ ୨୦୧୮ର କ୍ଲୋଜିଂ ସେରେମନିରେ ଧମାଲ ମଚାଇବା ପାଇଁ ଜବରଦସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇସାରିଲେଣି । ସେ ଲଗାତାର ସେରେମନି ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଶୁଣିବାକୁ ମିଳିଛି ଯେ କ୍ରିତି ତାଙ୍କର ଡ୍ୟାନ୍ସରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବା ଭଳି ପ୍ରସ୍ତୁତି ଚଳାଇଛନ୍ତି । ଏହା କ୍ରିତି ସାନନଙ୍କ ଦ୍ୱିତୀୟ ଆଇପିଏଲ ସେରେମନି ହେବ, ଏହାପୂର୍ବରୁ ପୂର୍ବବର୍ଷ ଓପନିଂ ସେରେମନି ତାଙ୍କର ଡ୍ୟାନ୍ସର ଯାଦୁ ଦେଖାଇଥିଲେ ।

କ୍ରିତି ସାନନଙ୍କ ପାଇଁ ଏହି ଆଇପିଏଲ ୨୦୧୮ର କ୍ଲୋଜିଂ ସେରେମନି ଖାସ ଅଟେ କାରଣ ବଲିଉଡରେ ତାଙ୍କା ୪ବର୍ଷ ପୂରଣ ହୋଇଯାଇଛି ଏବଂ ସେ ତାଙ୍କର ସମସ୍ତ ହିଟ ଗୀତରେ ଷ୍ଟେଜରେ ପରଫର୍ମ କରିବେ । ଦେଖନ୍ତୁ ଭିଡିଓ-

କ୍ରିତି ସାନନ ବିଗତ ୪ବର୍ଷ ମଧ୍ୟରେ ଦର୍ଶକଙ୍କ ମନରେ ଖାସ ଜାଗା ବନାଇ ପାରିଛନ୍ତି, ଯେଉଁ କାରଣରୁ ତାଙ୍କର ପରଫର୍ମାନ୍ସ ଦେଖିବା ଲାଗି ସମସ୍ତେ ଉତ୍ସାହର ସହ ଚାହିଁ ବସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More