Only for Entertainment

ମ୍ୟାଚ ଜିତିବା ଖୁସିରେ ଧୋନିଙ୍କ ପାଇଁ ଡ୍ୟାନ୍ସ କଲେ ବ୍ରାବୋ, ଦେଖନ୍ତୁ ଭିଡିଓ !

khabarNDTV
0 97

ଚେନ୍ନାଇ ସୁପର କିଂ ସନରାଇଜର୍ସ ହାଇଦ୍ରାବାଦକୁ ରୋମାଂଚକ ମ୍ୟାଚରେ ୨ୱିକେଟରେ ହରାଇଛନ୍ତି । ଧୋନିଙ୍କ କ୍ୟାପଟେନସି’ରେ ଚେନ୍ନାଇ ସୁପର କିଂ ୭ମଥର ପାଇଁ ଫାଇନାଲରେ ପହଂଚି ପାରିଛି । ଫାଫ ଡୁ ପ୍ଲେସିସଙ୍କ ଶାନଦାର ୬୭ପାର କାରଣରୁ ଟିମ ସଫଳତା ହାସଲ କରିବାରେ ସମର୍ଥ ହୋଇପାରିଥିଲା । ହାଇଦ୍ରାବାଦକୁ ଏଥର ସବୁଠାରୁ ବଳଶାଳୀ ଟିମ ମାନାଯାଉଥିବା ବେଳେ ମାତ୍ର ଚେନ୍ନାଇ ଏହାକୁ ହରାଇବାରେ ସକ୍ଷମ ହୋଇପାରିଛି ।

ସନରାଇଜର୍ସ ହାଇଦ୍ରାବାଦକୁ ଏବେ ଆଉଥରେ ଖେଳିବା ପାଇଁ ଦ୍ୱିତୀୟ ସୁଯୋଗ ଦିଆଯିବ । ଯଦି କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ତାନ ରୟାଲ୍ସ ମଧ୍ୟରେ ଯେ କେହି ବିଜେତା ହେବେ ସେ ହାଇଦ୍ରାବାଦ ସହ ଖେଳିବା ପାଇଁ ସୁଯୋଗ ପାଇବ । ଚେନ୍ନାଇ ମ୍ୟାଚ ଜିତିବା ଖୁସିରେ ଖୁବ ମସ୍ତି କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବ୍ରାବୋ ଧୋନିଙ୍କ ପାଇଁ ଡ୍ୟାନ୍ସ କରୁଥିବାର ନଗଜର ଆସିଛନ୍ତି । ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More