Only for Entertainment

କେକେଆର ଆରସିବିକୁ ହରାଇବାରୁ ଶାହାରୁଖ ଖାନ ଫଟୋ ଶେୟାର କରି କହିଲେ ମୋ ବାହୁବଳୀ ।

ndtv
25

ଆଇପିଏଲ ୨୦୧୯ ଆଇପିଏଲ ମ୍ୟାଚ ଖୁବ ଇଂଟ୍ରେଷ୍ଟିଙ୍ଗ ହେଉଥିବାର ନଜର ଆସିଛି । ଗତକାଲି କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୁରରେ ମ୍ୟାଚରେ କେକେଆରଙ୍କ ଟିମର ଦମଦାର ଖେଳାଳୀ ଆନ୍ଦ୍ରେ ରସେଲ ୧୩ ବଲରେ ୪୮ ରନ କରି ନଟ ଆଉଟରେ ଟିମକୁ ଜିତାଇଲେ । କୋଲକାତା ନାଇଟ ରାଇଡର୍ସର ମାଲିକ ଶାହାରୁଖ ଖାନ ମଧ୍ୟ ନିଜ ଟିମର ପ୍ରଶଂସା ନକରି ରହିପାରିଲେ ନାହିଁ । ଶାହାରୁଖ ରସେଲଙ୍କ ଫଟୋ ସହିତ ଟ୍ୱିଟ ମାଧ୍ୟମରେ ଶୁଭେତ୍ସା ଜଣାଇଛନ୍ତି । ଏମିତ ମଧ୍ୟ କୋଲକାତା ନାଇଟ ରାଇଡର୍ସ ଅନ୍ୟ ସମସ୍ତ ଟିମର ନିଦ ହଜାଇ ଦେଇଛନ୍ତି ।

ଶାହାରୁଖ ଖାନ ରସେଲଙ୍କର ଖୁବ ପ୍ରଶଂସା କରିଛନ୍ତି । ଏହା ସହିତ ଶାହାରୁଖ ଲେଖିଛନ୍ତି କ୍ରିକେଟର ବିଷୟରେ ବୋଧହୁଏ ଆଲୋଚନା କରୁଥିବେ କିନ୍ତୁ ଆନ୍ଦ୍ରେ ରସେଲଙ୍କୁ ଜାଣି ନାହାଁନ୍ତି । ମୋ ବାହୁବଳୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More