Only for Entertainment

ଆଇପିଏଲ ମ୍ୟାଚରେ ହାରିଲେ କୁମାର ଶାନୁଙ୍କ ଦୁଃଖଭରା ସଂଗୀତରେ ଡ୍ୟାନ୍ସ କରିବ ଟିମ !

rediff
0 85

ଆଇପିଏଲ ୧୧ ଆରମ୍ଭ ହେବାକୁ ଯାଉଅଛି । ଅପ୍ରେଲ ୭ରେ ଆରମ୍ଭ ହେବ ଆଇପିଏଲର ୧୧ତମ ମ୍ୟାଚ । ଏହି ମ୍ୟାଚ ପାଇଁ ସମସ୍ତ ଟିମ ପ୍ରସ୍ତୁତ ହୋଇସାରିଲାଣି । ଏଥର ଏହି ମ୍ୟାଚରେ ଦେଖିବାକୁ ମିଳିବ ଅନେକ ଜବରଦସ୍ତ ଟିମ୍ । ମାତ୍ର ଆପଣଙ୍କୁ ହୁଏତ ଜଣାନଥିବ ଏଥର ମ୍ୟାଚରେ କିଛି ଖାସ ଜିନିଷ ଦେଖିବାକୁ ମିଳିବ ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏଥର ମ୍ୟାଚ ଫାଇନାଲରେ ଯେଉଁ ଟିମ ହାରିବ, ସେହି ଟିମକୁ କୁମାର ଶାନୁଙ୍କ ଦୁଃଖଭରା ଗୀତରେ ଡ୍ୟାନ୍ସ କରିବାକୁ ପଡିବ । ମାତ୍ର ସବୁଠାରୁ ମଜା କଥା ହେଉଛି ଏହି ସର୍ତ୍ତକୁ ସମସ୍ତ ଟିମ ସ୍ୱୀକାର ମଧ୍ୟ କରିନେଇଛନ୍ତି ।
ମାତ୍ର ସବୁଠାରୁ ମଜା କଥା ହେଉଛି ଏହା ସଂପୂର୍ଣ୍ଣ ମିଥ୍ୟା ଖବର ଅଟେ । ଯାହାକି ଅପ୍ରେଲ ଫୁଲ ଦିବସ ପାଇଁ ପ୍ରସ୍ତୁତ କରାଯାଇଛି । କାରଣ ଏହାକୁ ପାଠକ ପଢି ମୂର୍ଖତା ଦିବସ ପାଳନ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More