Only for Entertainment

ଆମୀର ଖାନଙ୍କ ଝିଅ ଇରା ସେୟାର କଲେ ବେଲ୍ଡ ଫଟୋ, ସୋସିଆଲ ମିଡିଆରେ ୟୁଜର୍ସ କରୁଛନ୍ତି ପସନ୍ଦ

latestly
99

ଆମୀର ଖାନଙ୍କ ଝିଅ ଇରା ଏବେ ସୋସିଆଲ ମିଡିଆରେ ଛାଇ ରହିଛନ୍ତି । ଡିଜିଟାଲ ମିଡିଆରେ ପ୍ଲାଟଫର୍ମରେ ଖୁବ ସକ୍ରିୟ ରହୁଥିବା ଇରା ନିକଟରେ କିଛି ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ଇରା କହିଛସନ୍ତି ଯେ, ସେ ନିଜର ଶନିବାର କେମିତି ବିତାଇଥାନ୍ତି ।

ଇରାଙ୍କ ଦ୍ୱାରା ସେୟାର କରାଯାଇଥିବା ପ୍ରଥମ ଦୁଇଟି ଫଟୋରେ ସେ ପାର୍ଟି ମୋଡ ଏଐବଂ ଗ୍ଲାମରସ ଅନ୍ଦାଜରେ ନଜର ଆସୁଥିବା ବେଳେ ତୃତୀୟ ଫଟୋରେ ପଢୁଥିବାର ନଜର ଆସିଛନ୍ତି ।

 

ଫଟୋ ସେୟାର କରି ଇରା ଖୁମ ମଜାଦାର କ୍ୟାପସନ ଦେଇଛନ୍ତି । ସେ ଲେଖିଛନ୍ତି, Saturday night vibe…v/s My actual Saturday night? ଇରାଙ୍କ ଏହି ଫଟୋ ଗୁଡିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହିତ ତାଙ୍କ ଫ୍ୟାନ୍ସ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

ଆପଣଙ୍କୁ କହିରଖୁଛୁ ଯେ, ଇରା ନିର୍ଦ୍ଦେଶକ ଭାବେ ନିଜ କ୍ୟାରୟର ଆରମ୍ଭ କରିଦେଇଛନ୍ତି । ସେ ନିଜର ପ୍ରଥମ ଥିଏଟର ପ୍ରଡକ୍ସନ ‘Euripides Medea’ ରେ କାମ କରୁଛନ୍ତି । ଏହାକୁ ଭାରତର କିଛି ବଛା ବଛା ସହରରେ ପ୍ରଦର୍ଶିତ କରାଯିବ ।

 

View this post on Instagram

 

Hope your Spring Break was sunny and smiley as @mishaalkirpalani’s, which of course, I piled onto ❤❤❤ ? @sahirahoshidar

A post shared by Ira Khan (@khan.ira) on

ଏହା ସହିତ ଇରା ନିଜର ପର୍ସନାଲ ଲାଇଫକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ । ସେ ମିଶାଲ କୃପାଲାନୀ ନାମକ ଜଣେ ବ୍ୟକ୍ତିଙ୍କୁ ଡେଟ କରୁଛନ୍ତି । ମିଶାଲଙ୍କ ସହିତ ଇରା ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More