Only for Entertainment

ଇଙ୍ଗଲିସ ମିଡିୟମରେ ସମସ୍ତଙ୍କୁ ଭାବବିହ୍ୱଳ କରିଦେଲା ଇରଫାନଙ୍କ ପ୍ରଥମ ସଟ ।

bollywood tadka
29

ବଲିଉଡ ଆକ୍ଟର ଇରଫାନଖାନ ଏକ ବର୍ଷ ତଳେ ହଠାତ କର୍କଟ ରୋଗରେ ପିଡ଼ିତ ହୋଇଥିବା ସୂଚନା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ତେବେ ଏକ ବର୍ଷ ଧରି ସେ ବିଦେଶରେ ଚିକିତ୍ସିତ ହେବା ପରେ ଏବେ ନିକଟ ଅତୀତରେ ଭାରତ ଫେରିଛନ୍ତି । ଭାରତ ଫେରିବା ପରେ ଇରଫାନ ଫିଲ୍ମ ଅଂଗ୍ରେଜି ମିଡିୟମର ସୁଟିଂ ଆରମ୍ଭ କରି ସାରିଛନ୍ତି । କହିରଖୁଛୁଯେ ଏହା ଫିଲ୍ମ ହିନ୍ଦୀ ମିଡିୟମର ସିକ୍ୱେଲ ।

ଇରଫାନଫିଲ୍ମ ପ୍ରଥମ ସଟ ସୁଟିଂ କରିଛନ୍ତି । ଯେଉଁଥିରେ ଇରଫାନଙ୍କ ପ୍ରଥମ ସଟ ସମସ୍ତଙ୍କୁ ଭାବବିହ୍ୱଳ କରି ଦେଇଛି । ସବୁଠାରୁ ଖାସକଥା ହେଉଛଇ ଇରଫାନଙ୍କ ଅଭିନୟରେ ସାରା ଟିମ ଭାବବିହ୍ୱଳ ହୋଇଯାଇଛି ।

ପ୍ରଯୋଜକ ଦୀନେଶଙ୍କ କହିବା ଅନୁସାରେ ସର୍ବଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ଇରଫାନ ଜଣେ । ତେବେ ଇରଫାନଙ୍କ ପ୍ରଥମ ସଟ ସମସ୍ତଙ୍କୁ ଭାବବିହ୍ୱଳ କରିଦେବା କଥା କହିଛନ୍ତି ଫିଲ୍ମର ପ୍ରଯୋଜକ ଦୀନେଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More