Only for Entertainment

ଏହି ମଡେଲଙ୍କୁ ଡେଟ କରୁଛନ୍ତି କ୍ରିକେଟର କେଏଲ ରାହୁଲ ,ଫଟୋ ହେଉଛି ପ୍ରମାଣ ।

bollywood shadi
0 41

କିଙ୍ଗସ ଇଲେଭେନ ପଞ୍ଜାବର ହିଟ ବ୍ୟାଟସ୍ମ୍ୟାନ କେଏଲ ରାହୁଲ ଆଇପିଏଲରେ ସବୁଠାରୁ ଦୃତ ଅର୍ଦ୍ଦଶତକ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସେ ୧୪ବଲରେ ୫୦ରନ କରି ବର୍ତ୍ତମାନ ମଧ୍ୟରେ ସବୁଠାରୁ ଦୃତ ଅର୍ଦ୍ଧଶତକ ଲଗାଇଛନ୍ତି । ରାହୁଲ ଲଗାତାର ଚଉକା ଏବଂ ଛକା ମାରିଥିଲେ । ଏହାପୂର୍ବରୁ ଏହି ରେକର୍ଡରେ ସୁନୀଲ ନାରାୟଣ ଏବଂ ୟୂସୁଫ ପଠାନଙ୍କ ନାମରେ ଥିଲା , ଯେଉଁମାନେ ୧୫-୧୫ବଲରେ ଅର୍ଦ୍ଧଶତକ କରିଥିଲେ ।

article-201724811304341443000

କେଏଲ ରାହୁଲ ନିଜ ଖେଳ ବ୍ୟତୀତ ତାଙ୍କର ଲଭ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । କେଏଲ ରାହୁଲ ଜଣେ ମଡେଲଙ୍କୁ ଡେଟ କରୁଛନ୍ତି ଯାହାଙ୍କ ନା ହେଉଛି ଏଲିକ୍ଜର ନାହର । ଦୁହେଁ ଦୁହିଁଙ୍କ ସହ ସମୟ ବିତାଉଥିବାର ନଜର ଆସିଥିଲେ । ଏଲିକ୍ଜିର ଇନଷ୍ଟାଗ୍ରାମରେ ଖୁବ ଫେମସ ରହିଛନ୍ତି ।

ଦୁହେଁ ତାଙ୍କର ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ୱୀକାର କରିନାହାନ୍ତି କିନ୍ତୁ ତାଙ୍କର ଏଭଳି କେମେଷ୍ଟ୍ରିକୁ ନଜରରେ ରଖି ଯାହା ଜଣାପଡୁଛି । ଏଲକ୍ଜିର ଜଣେ ମଡେଲ ହେବା ସହ ଜଣେ ଆଙ୍କର ମଧ୍ୟ ଅଟନ୍ତି । ସେ ଅନେକ ସ୍ପୋର୍ଟସ ପୋଗ୍ରାମରେ ଆଙ୍କରିଂ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More