Only for Entertainment

ସାମ୍ନାକୁ ଆସିଲା ଈଶା ଅମ୍ବାନୀଙ୍କ ପ୍ରାସାଦ ଭଳି ଘର ଭିତରର ଫଟୋ ।

bollywood tadka
60

ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବିବାହ ନିକଟରେ ଆନନ୍ଦ ପିରାମଲଙ୍କ ସହିତ ସମ୍ପନ୍ନ ହୋଇଯାଇଛି । ବିବାହରେ ବଲିଉଡର ଶତାଧିକ ସେଲିବ୍ରେଟୀ ଯୋଗ ଦେଇଥିଲେ । ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦ ଥିଲା ବଲିଉଡ ସେଲିବ୍ରେଟୀଙ୍କ ଖାଦ୍ୟ ପରଶା ଦୃଶ୍ୟ । ଆଜ୍ଞା ହଁ ଝିଅ ଘର ତରଫରୁ ଅତିଥିଙ୍କୁ ଖାଦ୍ୟ ପରଶୁଥିଲେ ବଲିଉଡ ସେଲିବ୍ରେଟୀ ।ତେବେ ଦୁଇ ଜଣ ବିବାହ ପରେ ମୁମ୍ବାଇର ଗୁଲିଟା ବିଲ୍ଡିଂକୁ ସିଫ୍ଟ ହୋଇଯାଇଛନ୍ତି ଈଶା ଏବଂ ଆନନ୍ଦ ।ଯାହାର ମୂଲ୍ୟ ହେଉଛି ୪୫୦ କୋଟି । ଏବେ ନିକଟରେ ଈଶାଙ୍କ ନୂଆ ଘର ଭିତରର କିଛି ଫଟୋ ସାମ୍ନାକୁ ଆସିଛି । ଏହି ଫଟୋ ଆମେ ଆପଣଙ୍କ ସହିତ ଶେୟାର କରୁଛୁ ।

ଲାଡଲୀ ଈଶାଙ୍କ ବିବାହରେ ଖୁବ ଇମୋଶନାଲ ହୋଇ ଯାଇଥିଲେ ମୁକେଶ ଏବଂ ନୀତା ଅମ୍ବାନୀ । ସବୁଠଶରୁ ଦୁଃଖଭରା ସମୟ ଥିଲା ଅମିତାଭଙ୍କ ଚିଠି ପଢା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More