Only for Entertainment

ତରଭୁଜକୁ ଡଳିମ୍ବ କହି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଏହି ଅଭିନେତ୍ରୀ,ଲୋକ କହିଲେ ସ୍କୁଲ ଯାଇନଥିଲକି?

hindustan
0 49

ଅନ୍ୟ ପ୍ରକାରର ଏକ ଫଟୋକୁ ନେଇ ଟ୍ରୋଲ ହୋଇଛନ୍ତି । ବାସ୍ତବରେ ଈଶା ତାଙ୍କ ଇଂଷ୍ଟାଗ୍ରାମ ଆକାଊଂଟରେ ଏକ ଫଟୋ ସେୟାର କରିଛନ୍ତି ।

ବାସ୍ତବରେ ଫଟୋରେ ସେ ତରଭୁଜ ଖାଉଥିବାର ନଜର ଆସିଛନ୍ତି କିନ୍ତୁ କ୍ୟାପ୍ସନରେ ଲେଖିଛନ୍ତି ଡାଳିମ୍ବ । ଫଟୋକୁ ନେଇ ୟୁଜର ଖୁବ କମେଂଟ ଧେଇଛନ୍ତି । ପ୍ରି ସ୍କୁଲ ବନ୍ଦ କରିଥିଲେକି ବୋଲି ମଧ୍ୟ ପଚାରିଛନ୍ତି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହା ପୂର୍ବରୁ ଈଶା ତାଙ୍କ ନ୍ୟୁଡ ଫଟୋସୁଟକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ସେହି ଫଟୋ ସୁଟ  ଗତ ବର୍ଷ ୨୦୧୭ରେ କରିଥିଲେ । ତେବେ ତାଙ୍କ ଫଟୋ ଅଧିକ ସମୟ ଭାଇରାଲ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More