ସନ୍ଦୀପ ଖୋସଲାଙ୍କ ସହିତ ବୋଲ୍ଡ ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ନଜର ଆସିଲେ ଈଶା ଗୁପ୍ତା,ଭିଡ଼ିଓ ଭାଇରାଲ ।
ଈଶା ଅଧିକାଂଶ ସମୟରେ ତାଙ୍କ ହଟ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।ନିକଟରେ ଈଶାଙ୍କ ଏକ ଭିଡ଼ିଓ ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି ।
ଭିଡ଼ିଓରେ ଈଶା ଫ୍ୟାଶନ ଡିଜାଇନର ସନ୍ଦୀପ ଖୋସଲାଙ୍କ ସହିତ ଖୁବ ହଟ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।ଭିଡ଼ିଓକୁ ଈଶା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।ଭିଡ଼ିଓକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।
ଭିଡ଼ିଓ ଦୀପାବଳୀ ସମୟର ।ଯେଉଁଠାରେ କେତେକ ବଲିଉଡ ଷ୍ଟାର ପହଂଚିଥିଲେ ।ଈଶା ମଧ୍ୟ ସେଠାରେ ପହଂଚିଥିଲେ ।