Only for Entertainment

ଆଇଟିବିପି ଯବାନ ଗାଇଲେ ‘ତେରି ମିଟ୍ଟି’ ଗୀତ, ଲୋକେ କହିଲେ ‘ଜୟ ହିନ୍ଦ୍’ !

26

ଏ ମେରି ଜମିନ ଅଫସୋସ ନେହି, ଯୋ ତେରେ ଲିଏ ସୋ ଦର୍ଦ ସହେ.. ଏହା କେବଳ ଶବ୍ଦ ନୁହେଁ ବରଂ ଭାବନା ଅଟେ ଯବାନଙ୍କର , ଯାହା ଦେଶମାଟି ପାଇଁ ବଳିଦାନ ଦେବାକୁ ପଛାଏ ନାହିଁ । ଆଇଟିବିପିର ଜଣେ କନଷ୍ଟେବଳ ନିଜ ସୁମଧୁର କଣ୍ଠରେ ରାଷ୍ଟ୍ର ଏବଂ ହିମବୀରଙ୍କ ନାଁରେ ଗୀତ ଗାଇଛନ୍ତି, ଯାହା ଆପଣଙ୍କ ମନକୁ ମଧ୍ୟ ମତୁଆଲା କରି ପକାଇବ ।

ଏହି ଗୀତର ଭିଡିଓ ଆଇଟିବିପିର ଅଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରେ ୨୮ମେ ଦିନ ଶେୟାର କରିଥିଲେ । ଖବର ଲେଖିବା ପରେ ହଜାର ହଜାର ଲୋକ ଏହାକୁ ଦେଖି ସାରିଲେଣି । ଅନେକ ଲୋକ ଏହାକୁ ଲାଇକ ଏବଂ ରିଟ୍ୱିଟ କରିଛନ୍ତି ।

ଏହି ସୁନ୍ଦର ଗୀତ ଟି ହେଉଛି ଫିଲ୍ମ କେଶରୀ ପାଇଁ ମନୋଜ ମୁତାସିର ଲେଖିଛନ୍ତି । ସଂଗୀତ ଭାର ତୁଲାଇଛନ୍ତି ଆର୍କୋ ଏବଂ ଏଥିରେ ସ୍ୱର ଦେଇଛନ୍ତି ବି ପ୍ରାକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More