Only for Entertainment

ସ୍ୱିମ ସୁଟ ସହ ନେଟ ଡ୍ରେସରେ ସ୍ୱାମୀଙ୍କ ସହ ନଜର ଆସିଲେ ପ୍ରିୟଙ୍କା , ମୂଲ୍ୟ ୧୦ହଜାର ଟଙ୍କାରୁ ମଧ୍ୟ କମ୍ !

67

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛିଦିନ ପତି ନିକ ଜୋନସ ଏବଂ ଶାଶୁଘର ଲୋକଙ୍କ ସହ ମିଆମୀରେ ହଲିଡେ ଉପଭୋଗ କରିଛନ୍ତି । ସୋସିଆଲ ମିଡିଆରେ ଲଗାତାର ଏହି ଯୋଡି ଫଟୋ ଭାଇରାଲ ହେବାରେ ଲାଗିଛି । ନିକଟରେ ପୁଣିଥରେ ପ୍ରିୟଙ୍କା ସେକ୍ସି ଅନ୍ଦାଜରେ ସ୍ୱାମୀଙ୍କ ନଜର ଆସିଥିଲେ ।

ଦେଶୀଗର୍ଲ ସ୍ୱିମ ସୁଟ ସହ ଧଳା ରଂଗର ଡ୍ରେସରେ ଖୁବ ହଟରେ ନଜର ଆସିଥିଲେ । ଏହାସହ ପ୍ରିୟଙ୍କା ଲାଇଟ ମେକଅପ ଏବଂ ନ୍ୟୁଡ ମରୁନ କଲର ଲିପଷ୍ଟିକ ସହ କେଶ ଖୋଲା କରିଥିଲେ । ଯାହା ତାଙ୍କୁ ପରଫେକ୍ଟ ଲୁକ ଦେଉଛି ।
ପ୍ରିୟଙ୍କା ଏହି ସେକ୍ସି ଡ୍ରେସ ବ୍ରାଣ୍ଡ’ର । ଡ୍ରେସ ର ମୂଲ୍ୟ $୧୪୪.୦୦ ଅର୍ଥାତ ୯,୯୮୦ଟଙ୍କା ।

ସେହିଭଳି ନିକ ପିଚ କଲର ଟିସାର୍ଟ ସହ ଗ୍ରେ କଲର ସାର୍ଟ ପ୍ୟାଂଟ ସବୁ ସମୟ ଭଳି ହ୍ୟାଣ୍ଡସମ ନଜର ଆସିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ପ୍ରିୟଙ୍କା ଏବଂ ନିକ ବିବାହ ଡିସେମ୍ବର ୨୦୧୮ରେ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More