Only for Entertainment

ଅଂଟାରେ ପ୍ରଥମଥର ଜ୍ୟାକଲିନ ବନାଇଲେ ଟାଟୁ, ମସ୍ତି କରୁଥିବା ସମୟର ଭିଡିଓ ଭାଇରାଲ !

64

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ନିଜ ଫିଟନେସ ଏବଂ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ଜ୍ୟାକଲିନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଜ୍ୟାକଲିନ ପ୍ରଥମଥର ପାଇଁ ପେଟରେ ଟାଟୁ କରିଥିବାର ନଜର ଆସିଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରି କ୍ୟାପଶନ ଲେଖିଛନ୍ତି ‘ପ୍ରଥମ ଥର ଟାଟୁ? ଏହା ପ୍ରଥମଥର ଅଟେ ଯେ ଜ୍ୟାକଲିନ ନିଜ ପେଟରେ ଟାଟୁ ବନାଇଛନ୍ତି । ଏହି ଭିଡିଓରେ ଜ୍ୟାକଲିନଙ୍କ ଟାଟୁ ନଜର ଆସିଛି । ଜ୍ୟାକଲିନଙ୍କ ଏହି ଭିଡିଓକୁ ଫ୍ୟାନ୍ସମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଜ୍ୟାକଲିନଙ୍କ ଇନଷ୍ଟାଗ୍ରାମରେ ଏବେ ପର୍ଯ୍ୟନ୍ତ ୩୩ମିଲିୟନ ଅର୍ଥାତ ୩କୋଟି ୩୦ଲକ୍ଷ ଫଲୋର୍ସ ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More