Only for Entertainment

ସଲମାନଙ୍କ ଅଭିନେତ୍ରୀଙ୍କୁ କୋଳାଗ୍ରତ କରିବାକୁ ଶିଶୁ କଲା ଅସ୍ୱୀକାର, ଏହାପରେ କ’ଣ ହେଲା ଜାଣନ୍ତୁ !

khabar NDTV
0 128

ବଲିଉଡ ସୁପରଷ୍ଟାର ଅଭିନେତା ସଲମାନ ଖାନ ନିଜର ଅପକମିଂ ଫିଲ୍ମ ‘ରେସ-୩’ ଆସନ୍ତା ମାସ ଇଦରେ ରିଲିଜ ହେବାକୁ ଯାଉଛି । ଏହାକୁ ନେଇ ସଲମାନ ଏବଂ ତାଙ୍କର ସମସ୍ତ ଷ୍ଟାର କାଷ୍ଟ ଏବେ ପ୍ରମୋସନରେ ଲାଗି ପଡିଛନ୍ତି । କଲର୍ସରେ ଆରମ୍ଭ ହୋଇଥିବା ଡ୍ୟାନ୍ସର ନୂଆ ସୋ’ ଡାନ୍ସ ଦିୱାନେରେ ‘ରେସ-୩’ର ପ୍ରମୋସନାଲ ଭିଡିଓ ଏଂଟରଟେନରେ ଦେଖାଯାଇଛି ।

ଏହି କୋ-ଷ୍ଟାର ଜାକଲିନ ମଧ୍ୟ ଏହି ଭିଡିଓକୁ ସେୟାର କରିଛନ୍ତି, ଯାହା ଖୁବ ଏଂଟରଟେନିଂ ଏବଂ ଫନି ଅଟେ । ଏହି ଭିଡିଓରେ ଜ୍ୟାକଲିନ ଏକ ଛୋଟ ପିଲାଟିକୁ କୋଳାଗ୍ରତ କରିବା ପାଇଁ ଅନୁରୋଧ କରୁଛନ୍ତି ମାତ୍ର ପିଲାଟି ସିଧା ସିଧା ମନା କରିଦେଉଛି । ଦେଖନ୍ତୁ ଭିଡିଓ –


ଏହାଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ କଳାକାର ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ଏହାପରେ ସଲାମାନ ନିଜେ ସେହି ପିଲା ପାଖକୁ ଜାକଲିନଙ୍କୁ ନେଇ ଯାଇଥିଲେ ତା’ପରେ ଏଭଳି କିଛି ହୋଇଛି ଯାହା ଦେଖି ଆପଣ ମଧ୍ୟ ହସି ହସି ଗଡିଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More