Only for Entertainment

ବଣ୍ଡ ୨୫’ସୁଟିଂ ପୂର୍ବରୁ ବଡ ଝଟକା, କଣ ମରିଯିବେ ଏହି ପ୍ରସିଦ୍ଧ ଭୂମିକା ?

amarujala
0 38

ଜେମ୍ସ ବଣ୍ଡ ସିରିଜ ଫିଲ୍ମର ଅପେକ୍ଷା ସାରାଦୁନିଆର ସିନେପ୍ରେମୀ କରି ଥାଆନ୍ତି । ସିରିଜର ଆଗାମୀ ଫିଲ୍ମ ବଣ୍ଡ୨୫ ଆଗାମୀ ବର୍ଷ ରିଲିଜ ହେବାକୁ ଯାଉଛି, ଯେଉଁଥିରେ ଡାନିଏଲ କ୍ରେଗ୦୦୭ରେ ଏଜେଂଟ ଭୂମିକାରେ ନଜର ଆସିବେ ।

‘ବଣ୍ଡ୨୫’ଏବେ ଅନେକ ଖବର କାରଣରୁ ଚର୍ଚ୍ଚାରେ ରହିଛନ୍ତି । ଖବର ଥିଲା ଡେନିଅଲ କ୍ରେଗ ଏଥର ଏହି ଫିଲ୍ମର ଅଂଶଗ୍ରହଣ କରିବେ ନାହିଁ । ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମରେ କ୍ରେଗଙ୍କୁ ଇଦ୍ରିସ ଏଲ୍ୱା ରିପ୍ଲେସ କରିଛନ୍ତି । ମାତ୍ର ଏଠାରେ ଇଦ୍ରିଶ କହିଛନ୍ତି ଯେ ସେ ଜେମ୍ସଙ୍କ ଭୂମିକା କରୁ ନାହାନ୍ତି । ଏହାମଧ୍ୟରେ ଆଉ ଏକ ଖବର ଶୁଣିବାକୁ ମିଳିଥିଲା ଯେ ନିର୍ଦ୍ଦେଶକ ଡେନି ବୋଏଲ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବା ଲାଗି ଅସ୍ୱୀକାର କରିଛନ୍ତି । କିନ୍ତୁ ପରେ ଏହା ଶୁଣିବାକୁ ମିଳିଥିଲା ଯେ ରଚନାତ୍ମକ ମତଭେଦ କାରଣରୁ ନିର୍ଦ୍ଦେଶକ ଡେନି ଅସ୍ୱୀକାର କରିଥିଲେ ।

ଖବର ମୁତାବିକ ପ୍ରଡ୍ୟୁସର ଚାହୁଁଥିଲେ ଯେ ଏହି ସିରିଜ ଶେଷରେ ଜେମ୍ସ ବଣ୍ଡଙ୍କୁ ମାରି ଦିଆଯାଉ କାରଣ ଆଗରୁ ଦେଇଥିବା ସିରିଜରେ ବଣ୍ଡ ମରିନାହାନ୍ତି । ବଣ୍ଡ୨୫ର ସୁଟିଂ ୩ ଡିସେମ୍ବର ୨୦୧୮ରେ ଆରମ୍ଭ ହେବାକୁ ଯାଉଛି ଏବଂ ନଭେମ୍ବରରେ ଫିଲ୍ମ ରିଲିଜ ହୋଇପାରେ । ଫିଲ୍ମର ସ୍କ୍ରିନପ୍ଲେ ଜନ ହଜ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More