Only for Entertainment

ଜାହ୍ନବୀ –ଈଶାନ କବର ପେଜ ପାଇଁ କଲେ ଫଟୋସୁଟ, ଦେଖନ୍ତୁ ଦୁହିଁଙ୍କ ହଟ କେମେଷ୍ଟ୍ରି ।

bollywoodlife.com
0 45

ଜାହ୍ନବୀ –ଈଶାନ କବର ପେଜ ପାଇଁ କଲେ ଫଟୋସୁଟ, ଦେଖନ୍ତୁ ଦୁହିଁଙ୍କ ହଟ କେମେଷ୍ଟ୍ରି ।ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଈଶାନ ଖଟ୍ଟର ଏବେ ଫିଲ୍ମ ‘ଧଡକ’ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ଦୁହେଁ ବାଜାର ମାଗାଜିନ କବର ପେଜ ପାଇଁ ଫଟୋସୁଟ କରାଇଛନ୍ତି । ଏଥିରେ ଜାହ୍ନବୀ ଧଳା ଟି-ସାର୍ଟ ସହ ନାଲି ସ୍କର୍ଟ ପିନ୍ଧିଛନ୍ତି ଏବଂ ଖୁବ ଗ୍ଲାମରସ ଦିଶୁଛନ୍ତି ।

ସେହିଭଳି ଚେକ ଷ୍ଟାଇଲରେ ସୁଟ ପିନ୍ଧି ଈଶାନ ଖୁବ ହ୍ୟାଣ୍ଡସମ ଦିଶୁଛନ୍ତି । ମାଗାଜିନ ନିଜ ୧୦ତମ ଆନିଭର୍ସରୀ ଦିନରେ ଏହି ଦୁହେଁ ଷ୍ଟାରଙ୍କୁ ଫିଚର କରି ଲେଖିଛି- ଦ ମିଲେନିଆଲ୍ସ !

ଫିଲ୍ମ ବିଷୟରେ କହିବାକୁ ଗଲେ ଜାହ୍ନବୀ ଏବଂ ଈଶାନଙ୍କ ଫିଲ୍ମ ଧଡକ ୨୦ଜୁଲାଇରେ ରିଲିଜ ହେବ । ରିଲିଜ ପୂର୍ବରୁ ଫିଲ୍ମ ଖୁବ ପ୍ରଶଂସା ସାଉଂଟୁଛନ୍ତି । ଏହି ଫିଲ୍ମ ନିର୍ଦ୍ଦେଶନା କରିଛନ୍ତି ଶଶାଙ୍କ ଖେ ତାନ ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More