Only for Entertainment

ଏହି ୟଙ୍ଗ ଯୋଡି ଲଗାଇଲେ ହଟନେସର ତଡକା, ଫଟୋସୁଟରେ ପରିଷ୍କାର ନଜର ଆସିଲା ଲଭ କେମେଷ୍ଟ୍ରି !

bollywoodtadka
0 36

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୂର ଏବଂ ଈଶାନ ଖଟ୍ଟରଙ୍କ ଫିଲ୍ମ ଧଡକ ଖୁବ ଭଲ ବ୍ୟବସାୟ କରିବାରେ ଲାଗିଛି ।

ଗତ କିଛି ଦିନ ହେବ ଏହି କଳାକାର ଫେମସ ମାଗାଜିନ ଫିଲ୍ମଫେୟାର ପାଇଁ ଫଟୋସୁଟ କରାଇଛନ୍ତି । ଏହା ଜାହ୍ନବୀ ଏବଂ ଈଶାନଙ୍କ ହଟନେସ ଫଟୋସୁଟ ଅଟେ ।

 

ଏଥିରେ ଦୁହିଁଙ୍କ ହଟ କେମେଷ୍ଟ୍ରି ଦେଖିବା ଲାୟକ ହୋଇଛି । ଫଟୋସୁଟର ଫଟୋ ଫିଲ୍ମଫେୟାର ନିଜ ଅଫିସିଅଲ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଦୁହେଁ ଏହି ମାଗାଜିନରେ ଆସନ୍ତା ମାସରେ ଏକାସହ ନଜର ଆସିବେ ।

ଏଠାରେ ଆମେ କହି ରଖୁଛୁ ଯେ ଧଡକ ରିଲିଜ ହେବା ୫ଦିନ ମଧ୍ୟରେ ୪୩.୯୫କୋଟି ବ୍ୟବସାୟ ହୋଇସାରିଲାଣି ।

ଡେବ୍ୟୁ ଅଭିନେତ୍ରୀଙ୍କ ତୁଳନାରେ ଈଶାନ ଏବଂ ଜାହ୍ନବୀ ଖୁବ ଆଗକୁ ବଢି ଯାଇଛନ୍ତି । ଧଡକ ସାରା ଦେଶର ୨୨୩୫ସ୍କ୍ରିନରେ ରିଲିଜ କରାଯାଇଛି ।

ବାକି ଓଭରସିଜରେ ଏହି ଫିଲ୍ମ ୫୫୬ସ୍କ୍ରିନ ଦିଆଯାଇଛି । ୱାର୍ଲ୍ଡୱାଇଡ ଏହି ଫିଲ୍ମକୁ ୨୭୯୧ସ୍କ୍ରିନ ମିଳିଛି ।

ଏହି ଫିଲ୍ମ ମରାଠୀ ଫିଲ୍ମ ‘ସୈରାଟ’ର ରିମେକ ଅ୍ଣଙ୍କ । ଏହି ଫିଲ୍ମକୁ ଶଶାଙ୍କ ଖେତନ ନିର୍ଦ୍ଦେଶନା ଦେଇଛନ୍ତି । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ଏହାକୁ ପ୍ରଡ୍ୟୁସ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More