Only for Entertainment

ଜାହ୍ନବୀଙ୍କ ଖୁଲାସା: ଏହି ଆକ୍ଟର ଭାବନ୍ତି ଜାହ୍ନବୀ ମଖନ ମାରନ୍ତି ।

ndtv
46

ଜାହ୍ନବୀ କପୂରଙ୍କ କହିବା ମୁତାବକ ଆକ୍ଟର ପଙ୍କଜ ତ୍ରିପାଠୀ ଭାବନ୍ତି ଯେ ବଟରିଙ୍ଗ କରିନ୍ତି । ଭୁଟର ‘ଫିଟ ଅପ ୱିଦ ଦ ଷ୍ଟାର୍ସ’ର ଏକ ଏପିସୋଡରେ ହୋଷ୍ଟ ଅନାଇତା ଶ୍ରଫ ଅଦଜାନିୟାଙ୍କ ସହିତ କଥା ହେଉଥିବା ସମୟରେ ଧଡ଼କର ଅଭିନେତ୍ରୀ ଜାହ୍ନବୀ ଏକ କଥାର ଖୁଲସା କରିଛନ୍ତି । ଜାହ୍ନବୀଙ୍କ କହିବା ଅନୁସାରେ ସେ ପଙ୍କଜ ତ୍ରିପାଠୀଙ୍କୁ ଖୁବ ସମ୍ମାନ ଦିଅନ୍ତି । ସେଠାରେ ସେ ଏକ ପାର୍ଟି ବିଷୟରେ କହିଥିଲେ ।

ବାସ୍ତବରେ ଜାହ୍ନବୀ ଏକ ପାର୍ଟିରେ ପଙ୍କଜଙ୍କୁ କହିଲେ ସାର ଆପଣ ତ ଆଇସକ୍ରିମ,ଆପଣ ସମସ୍ତଙ୍କୁ ପସନ୍ଦ । ଏହା କହିବାପରେ ସେ ଜାହ୍ନବୀଙ୍କୁ ଦେଖିଲେ ଏବଂ ବୋଧ ହୁଏ ତାଙ୍କୁ ଲାଗେଯେ ଜାହ୍ନବୀ ମଖନ ମାରି କଥା କୁହନ୍ତି । କିନ୍ତୁ ଜାହ୍ନବୀ ଏହା ମଧ୍ୟ କହିଛନ୍ତିଯେ ସେ ପଙ୍କଜଙ୍କୁ ଜଣେ ମହାନ ଆକ୍ଟର ଭାବନ୍ତି ଏବଂ ସମ୍ମାନ ଦିଅନ୍ତି । ତାଙ୍କ ଭଳି କେହି ନାହାଁନ୍ତି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଜାହ୍ନବୀ ଆଗାମୀ ଦିନରେ ରୁହ ଅଫଜାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More