Only for Entertainment

ସିଜଲିଙ୍ଗ ଅନ୍ଦାଜରେ ବେଲି ଡ୍ୟାନ୍ସ କଲେ ଜାହ୍ନବୀ ।

27

ଶ୍ରୀଦେବୀଙ୍କ ଲାଡଲୀ ଏବଂ ଧଡ଼କ ଫିଲ୍ମର ନାୟିକା ଜାହ୍ନବୀ ଫଟୋ ଏବଂ ଭିଡ଼ିଓ ପାଇଁ ଚର୍ଚ୍ଚାରେ ଅଛନ୍ତି । ଜାହ୍ନବୀଙ୍କ ଜିମ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେବଳ ସେତିକି ନୁହେଁ ଏବେ ଜାହ୍ନବୀ କପୂରଙ୍କ ଏକ ସିଜଲିଙ୍ଗ ଭିଡ଼ିଓ ଭାଇରାଲ ହେଉଛି ।

 

 

View this post on Instagram

 

#janhvikapoor belly dancing moves ????

A post shared by Viral Bhayani (@viralbhayani) on

ଭିଡ଼ିଓରେ ଜାହ୍ନବୀ କପୂର ବେଲି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଖାସ କଥା ହେଉଛି ଜାହ୍ନବୀ କପୂର କୌଣସି ବଲିଉଡ ଗୀତରେ ବେଲି ଡ୍ୟାନ୍ସ କରୁନାହାଁନ୍ତି ବରଂ ରିଆଲିଟି ଶୋ ଡ୍ୟାନ୍ସ ଦିୱାନେର ଟାଇଟଳ ଟ୍ରାକରେ ଡ୍ୟାନ୍ସ କରୁଛନ୍ତି । ଜାହ୍ନବୀଙ୍କୁ ବେଲି ଡ୍ୟାନ୍ସ କରିବା ପାଇଁ ଧଡ଼କର ନିର୍ଦ୍ଦେଶକ ଏବଂ ଡ୍ୟାନ୍ସ ଦିୱାନେର ବିଚାରକ ଶଶାଙ୍କ ଖୈତାନ ଚ୍ୟାଲେଂଜ ଦେଇଛନ୍ତି ।

ଜାହ୍ନବୀ ବେଲି ଡ୍ୟାନ୍ସ ଭିଡ଼ିଓକୁ ତାଙ୍କ ଇଂଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି । ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଜାହ୍ନବୀ କପୂର ଖୁବଶୀଘ୍ର ଫିଲ୍ମ ତଖତରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More