Only for Entertainment

ବଲିଉଡର ଏହି ଗୀତ ସହିତ ଜନ୍ମାଷ୍ଟମୀକୁ କରନ୍ତୁ ସ୍ପେଶାଲ, ଦେଖନ୍ତୁ

India Today
20

ଆଜି ପବିତ୍ର କୃଷ୍ଣଜନ୍ମ । ଏହି ପର୍ବକୁ ଭାରତୀୟ ପୂରା ଧୂମଧାମରେ ପାଳନ କରିଥାନ୍ତି । ଏହି ଦିନ ସମସ୍ତ କାହ୍ନାଙ୍କ ରଙ୍ଗରେ ରଙ୍ଗେଇ ହୋଇଥାନ୍ତି । କାହ୍ନାଙ୍କୁ ପୂଜା କରିବା ଠାରୁ ଆରମ୍ଭ କରି ଦହିହାଣ୍ଡି ଭଙ୍ଗାରେ ସମସ୍ତ ମଜି ରହିଥାନ୍ତି । ଏଥିରୁ ବଲିଉଡ ବା କିପରି ବାଦ ପଡିବ । ବଲିଉଡରେ କୃଷ୍ଣଙ୍କୁ ନେଇ ଅନେକ ଗୀତ ନିର୍ମାଣ କରାଯାଇଛି । ତେବେ ଆସନ୍ତୁ ନଜର ପକାଇବା ବଲିଉଡର ସେହିଭଳି କିଛି ଗୀତ ଉପରେ । ଏହି ଗୀତ ସହିତ ଆପଣ ଜନ୍ମାଷ୍ଟମୀ ପର୍ବକୁ ଆହୁରି ସ୍ପେଶାଲ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More