Only for Entertainment

କିଭଳି ପାଳନ ହୁଏ ଜନ୍ମାଷ୍ଟମୀ?

106

ସାରା ଭାରତ ବର୍ଷରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ବିଶେଷ ମହତ୍ୱ ରହିଛି । ହିନ୍ଦୁ ଧର୍ମର ପର୍ବ ମାନଙ୍କ ମଧ୍ୟରୁ ଏହା ଏକ ପ୍ରମୁଖ ପର୍ବ । ବିଶ୍ୱାସ ରହିଛି କି ସୃଷ୍ଟିର ପାଳନକର୍ତ୍ତା ଶ୍ରୀ ବିଷ୍ଣୁ , ଶ୍ରୀକୃଷ୍ଣଙ୍କ ରୂପ ଧାରଣ କରି ଅଷ୍ଟମ ଅବତାର ନେଇଥିଲେ ।ଜନ୍ମାଷ୍ଟମୀ ବ୍ରତ: ଏହି ଦିନ ସକାଳୁ ସ୍ନାନ ସାରି ବ୍ରତର ସଂକଳ୍ପ ନେବା ପରେ ଆଗାମୀ ଦିନ ରୋହିଣୀ ନକ୍ଷତ୍ର ଏବଂ ଅଷ୍ଟମୀ ତିଥି ସମାପ୍ତ ହେବା ପରେ ଆପଣ ବ୍ରତ ଖୋଲି ପାରିବେ । ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ବି ଅର୍ଦ୍ଧ ରାତିି୍ରରେ କରାଯାଇଥାଏ ।

 

ସକାଳୁ ସ୍ନାନ ସାରି ଠାକୁର ଘରକୁ ସଫା କରି ବାଲ୍ କୃଷ୍ଣ ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି ସ୍ଥାପନା କରି ବିଧି ବିଧାନ ସହ ପୂଜାର୍ଚ୍ଚନା କରାଯାଏ । ରାତି ୧୨ ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ଗଙ୍ଗାଜଳରେ ଶ୍ରୀକୃଷ୍ଣଙ୍କୁ ସ୍ନାନ କରାଇ ନୂତନ ବସ୍ତ୍ର ଏବଂ ଅଳଙ୍କାର ମାନ ପିନ୍ଧାନ୍ତୁ । ଏହାସହିତ ଭଗବାନଙ୍କ ଭଜନ ଗାନ କରିବା ପରେ ପ୍ରସାଦ ବଣ୍ଟନ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More