Only for Entertainment

ଶ୍ୟାମଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ‘ଜସି ଜୈସି କୋଇ ନେହି’ର ଏହି ଅଭିନେତ୍ରୀ, ଫଟୋ ଏବଂ ଭିଡିଓ ଭାଇରାଲ !

42

ମୋନା ସିଂ ୨୭ଡିସେମ୍ବର,୨୦୧୯ରେ ନିଜ ଇନଭେଷ୍ଟ ବ୍ୟାଙ୍କର ବୟଫ୍ରେଣ୍ଡ ଶ୍ୟାମଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମୋନାଙ୍କ ବିବାହ ଏବଂ ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମୋନା ନାଲି ଯୋଡାରେ ଖୁବ ଖୁସି ନଜର ଆସିଛନ୍ତି । ବିବାହ ସମୟର ତାଙ୍କ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

View this post on Instagram

 

A post shared by Amandeep Singh Narang (@narangamandeepsingh) on


ପ୍ରିୱେଡିଂ ଫଙ୍କସନରେ ମୋନାଙ୍କ ସମ୍ପର୍କୀୟ ବନ୍ଧୁ ପହଂଚିଥିଲେ । ଏଥିରେ ଗୌରବ ଗେରା, ଆଶିଷ କପୂର, ମୀତା ଶର୍ମା ଏବଂ ମିକ୍କି ଢୁଢାନେ ସାମିଲ ଅଛନ୍ତି । ମୋନାଙ୍କ ମେହେନ୍ଦିରେ ମଧ୍ୟ ବନ୍ଧୁମାନେ ଖୁବ ଡାନ୍ସ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More