Only for Entertainment

ଚିତ୍ରଶିଳ୍ପୀ ଯତିନ ଦାସଙ୍କ ନାଁରେ ମିଠୁ’ ଅଭିଯୋଗ !

37

ଚିତ୍ରଶିଳ୍ପୀ ଯତିନ ଦାସଙ୍କ ନାଁରେ ଯୌନ ନିର୍ଯ୍ୟାତନା ଅଭିଯୋଗ । ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ଯତିନ ଦାସ । ଯତିନଙ୍କ ନାଁରେ ଆସିଲା ମିଠା ଅଭିଯୋଗ ।

ଏଠାରେ ଆମେ କହି ରଖୁଛୁ ଯେ, ଅଭିନେତ୍ରୀ ନନ୍ଦିତା ଦାସଙ୍କ ବାପା ହେଉଛନ୍ତି ଯତିନ ଦାସ । ୨୦୦୪ରେ ହୋଇଥିବା ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଲେ ନିଶା ବୋରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More