Only for Entertainment

‘ପତଞ୍ଜଳି’କୁ ନେଇ ଟ୍ୱିଟ କରିବାରୁ ଟ୍ରୋଲ ହେଲେ ଜାବେଦ ଜାଫରୀ, ଟ୍ରୋଲର୍ସଙ୍କୁ ଦେଲେ କଡା ଜବାବ

mid day
52

ବଲିଉଡ ଆକ୍ଟର ଜାବେଦ ଜାଫରୀ ନିଜର କମିକ ଆକ୍ଟ ଏବଂ ମଜାଦାର ଟ୍ୱିଟ ପାଇଁ ବେଶ ପରିଚିତ । କିନ୍ତୁ ନିକଟରେ ଏକ ଟ୍ୱିଟ ପାଇଁ ଜାବେଦ ଜାଫରୀଙ୍କୁ ଟ୍ରୋଲ ହୋବକୁ ପଡିଛି । ଅସଲରେ ଏହି ଟ୍ୱିଟରେ ଜାବେଦ ଜାଫରୀ ‘ପତଞ୍ଜଳି’ ଲୁଣକୁ ନେଇ ଏକ ମଜାଦାର ଲାଇନ ସେୟାର କରିଥିଲେ । ତାଙ୍କର ଏହି ଥଟ୍ଟା କଥା ସୋସିଆଲ ମିଡିଆର କିଛି ୟୁଜର୍ସଙ୍କୁ ପସନ୍ଦ ଆସିନାହିଁ । ଏହା ପରେ ସେମାନେ ଅଭିନେତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ଅନ୍ୟପକ୍ଷରେ ଜାବେଦ ଜାଫରୀ ମଧ୍ୟ ଟ୍ରୋଲର୍ସଙ୍କ ପାଲଟା ଜବାବ ଦେଇ ତାଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

ଦେଖନ୍ତୁ ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More