Only for Entertainment

ଫଟୋ କ୍ଲିକ କରିବାରୁ ଫ୍ୟାନଙ୍କ ଉପରେ ରାଗି ଏଭଳି ପ୍ରତିକ୍ରିୟା ରଖିଲେ ଜୟା ବଚ୍ଚନ ।

bollywood tadka
27

ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ସମସ୍ତଙ୍କଠାରୁ ଖୁବ ଭିନ୍ନ । ସେ ତାଙ୍କୁ ସବୁବେଳେ କ୍ୟାମେରା ଠାରୁ ଦୂରରେ ରଖିବାକୁ ଚାହାଁନ୍ତି । କେହି ତାଙ୍କ ଫଟୋ କ୍ଲିକ କରୁ ଏହା ତାଙ୍କୁ ଆଦୌ ପସନ୍ଦ ନୁହେଁ । ବିିଭନ୍ନସମୟରେ ତାଙ୍କ ଫଟୋ ଉଠାଇବା ସମୟରେ ସେ ମିଡିଆ ଉପରେ ରାଗିଯାଉଥିବାର ଦେଖିବାକୁ ମିଳିଥାଏ । ଏହି ଥର ମଧ୍ୟ ସେହିଭଳି କିଛି ଘଟଣା ସାମ୍ନାକୁ ଆସିଛି । ବାସ୍ତବରେ ଜୟା କରଣ ଜୋହରଙ୍କ ମା’ଙ୍କଜନ୍ମଦିନରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ବାହାରିବା ସମୟରେ ଜଣେ ଫ୍ୟାନ ମୋବାଇଲ ଫୋନରେ ତାଙ୍କ ଫଟୋ ଉଠାଉଥିଲେ । ହଠାତ ଜୟା ରାଗିଗଲେ । ଯାହାପରେ ଫ୍ୟାନ ସେଠାରୁ ଚାଲି ଯାଉଥିଲେ । କିନ୍ତୁ ଜୟା ତାଙ୍କୁ ପୁଣିଥରେ ଡାକି ପ୍ରଥମେ ବ୍ୟବହାର ଶିଖିବା ପାଇଁ କହିଲେ ।

 

View this post on Instagram

 

#jayabachchan at #hiroojohar birthday lunch @viralbhayani

A post shared by Viral Bhayani (@viralbhayani) on

ଜୟା ଫ୍ୟାନଙ୍କୁ ପଚାରିଲେ ତୁମେ ମୋତେ ପଚାରିଥିଲା କି ମୋ ଫଟୋ ଉଠାଇବା ପାଇଁ । ମୋର ପରାମର୍ଶ ନେଇଥିଲ? ଏହାପରେ ସାମାନ୍ୟ ଆଗକୁ ଯିବା ପରେ ଆଉ ଜଣେ ତାଙ୍କ ଫଟୋ ଉଠାଇବାକୁ ଛିଡ଼ା ହୋଇଥଲା । ଜୟା କହିଲେ ଡୋଂଟ ଡୁ ଦାଟ । ତୁମେ ଦେଖିଲ ନାହିଁ ମୁଁ କ’ଣ କହିଲି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More