Only for Entertainment

ଦୀପିକା ଐଶ୍ଚର୍ଯ୍ୟାଙ୍କ ଠାରୁ ଜେନିଫରଙ୍କୁ ଅଧିକ ଭଲପାଆନ୍ତି ପ୍ରଶଂସକ ।

aajtak
0 50

ପ୍ରଥମେ କୁହାଯାଉଥିଲାଯେ ବେପନହା ଆକ୍ଟର ଜେନିଫର କାନ୍ସରେ ନାହାଁନ୍ତି,କିମ୍ବା ସେ କାନ୍ସ ଫେଷ୍ଟିଭାଲ କାରେପେଟରେ ୱାକ କରୁନାହାଁନ୍ତି,କାନ୍ସରେ ନୁହେଁ ବରଂ ସେ ବେପନହା ସେଟରେ ନିଜ ଲୁକକୁ ଲିଟଲ କାନ୍ସ ମୋମେଂଟ କହିଛନ୍ତି ।

ଜେନିଫର ବେପନହା ସେଟରୁ ଲାଲ ରଙ୍ଗର ଗାଉନରେ ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ସେ ଏବେ ମୁମ୍ବାଇର କାନ ଜୁରମାର୍ଗଠାରେ ସୁଟିଂ କରୁଛନ୍ତି । ସେଠାରୁ ସେ ଫଟୋ ସେୟାର କରି ଲେଖିଛନ୍ତି ମୁଁ କାନ୍ସର ରେଡ କାର୍ପେଟରେ ନୁହେଁ ବରଂ କାନ ଜୁରମାର୍ଗରେ ଅଛି । ମୋତେ ଏହାକୁ ଉପଭୋଗ କରିବାରୁ କେହି ବଂଚିତ କରିପାରିବେ ନାହିଁ ।

ଜେନିଫରଙ୍କ ଏହି ଲୁକକୁ ଦେଖି ଫ୍ୟାନ୍ସ ଙ୍କ କହିବା କଥା ହେଉଛିଯେ ଜେନିଫର ସେମାନଙ୍କ ଠାରୁ ଖୁବ ଅଧିକ ଯେଉଁମାନେ କାନ୍ସରେ ରେଡ କାର୍ପେଟରେ ନଜର ଆସିଛନ୍ତି ।

ଏଥିରେ କୌଣସି ସନ୍ଦେହ ନାହିଁଯେ ଦର୍ଶକ ଜେନିଫରଙ୍କୁ ଖୁବ ପସନ୍ଦ କରନ୍ତିି । ସମୟ ସହିତ ତାଙ୍କ ଲୁକ ମଧ୍ୟ ଖୁବ ପରିବର୍ତ୍ତନ ହେଉଛି । ତେବେ ବେପନହା ପୂର୍ବରୁ ସୋନି ଚ୍ୟାନେଲରେ ପ୍ରସାରିତ ଧାରାବହିକ ବେହଦରେ ସେ ଖୁବ ଜନପ୍ରିୟତା ହାସଲ କରିଛନ୍ତି । ବେପନହାରେ ଜେନିଫର ଜୋୟା ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ସିରିଅଲରେ ସେ ଏକ ଆଧୁନିକ ମୁସଲିମ ଝିଅ ଚିରିତ୍ରରେ ନଜର ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More