Only for Entertainment

ଜେନିଫର ଲାରେନ୍ସ ଯୁବା ପିଢିର ଆଦର୍ଶ: ଟିମୋଥି ଚେଲମେଟ

independent
0 51

ଅଭିନେତା ଟିମୋଥି ଚେଲମେଟଙ୍କ କହିବା ମୁତାବକ ଅଭିନେତ୍ରୀ ଜେନିଫର ଲାରେନ୍ସ ଯୁବା ପିଢିର ଆଦର୍ଶ ଅଟନ୍ତି । ୱେବସାଇଟ ‘ଇଟି ଅନଲାଇନ ଡଟ କମ’ମୁତାବକ, କାର୍ଲିଫର୍ଣ୍ଣିଆର ସେଂଟା ମୋନିକାରେ ୨୦୧୮ଇଣ୍ଡିପେଣ୍ଡେଟ ସ୍ପ୍ରିଟ ଆୱାର୍ଡରେ ୨୨ବର୍ଷୀୟା ଅଭିନେତାଙ୍କ ପ୍ରତି ଥିବା ଆକର୍ଷଣ ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ଜେନିଫର ଲୋରେନ୍ସ ଟିମୋଥିଙ୍କୁ ‘ପ୍ରତିଭାଶାଳୀ ଏବଂ ହଟ’କହିଥିଲେ । ଏହି ସମ୍ବନ୍ଧିତ ପ୍ରଶ୍ନ ପଚାରିବାରୁ ଟିମୋଥି ଲାଜେଇ ଯାଇ ତାଙ୍କୁ କିଛି ଜଣାନଥିବା ସେ କହିଥିଲେ ।

ଚେଲମେଟ କହିଥିଲେ ଯେ ଜେନିଫର ପ୍ରସିଦ୍ଧ କଳାକାର ଅଟନ୍ତି । ଯୁବାଙ୍କର ଆଦର୍ଶ ଅଟନ୍ତି, ଯେଉଁଠି କମ ବୟସର ପିଲା ମାନଙ୍କୁ କ୍ୟାରିୟର ପାଇଁ ସଂଘର୍ଷ କରିବାକୁ ପଡୁଛି ସେ ନିଜକୁ ପ୍ରସିଦ୍ଧ କରାଇ ପାରିଛନ୍ତି । ଏହା କହିଲା ପରେ ଚେଲମେଟ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

ସେ ଅନେକ ଥର ଜେନିଫରଙ୍କୁ ସାକ୍ଷାତ କରିଛନ୍ତି ଏବଂ ସେ ଅଦ୍ଭୁତ ବୋଲି ମଧ୍ୟ ଚେଲସେଟ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More