Only for Entertainment

ଘର ବଗିଚାରେ ହଟନେସ ଖେଳାଇଲେ ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ ।

bollywood tadka
52

ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ ଏବେ ରିଆଲିଟି ଶୋ ‘ନଚ ବଲିୟେ ୯’ରେ ହୋଷ୍ଟ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ମଧ୍ୟରେ ଜେନିଫର ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଘର ବଗିଚାରେ ବିକିନି ପିନ୍ଧି ଫଟୋ କ୍ଲିକ କରିଥିବାର ନଜର ଆସିଛନ୍ତି । ଜେନିଫରଙ୍କ ଏହି ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଉଛି ।

କହିରଖୁଛୁଯେ ଜେନିଫର ସୋସିଆଲ ସାଇଟରେ ଖୁବ ଆକ୍ଟିଭ । ଟିଭି ଇଣ୍ଡଷ୍ଟ୍ରିର ବୋଲ୍ଡ ଏବଂ ବିୟୁଟିଫୁଲ ଅଭିନେତ୍ରୀଙ୍କ ମଧ୍ୟରେ ଜେନିଫର ଜଣେ । କହିରଖୁଛୁଯେ ଜେନିଫରଙ୍କୁ ଶେଷ ଥର ପାଇଁ କଲର୍ସର ବେପନହା ଧାରାବାହିକରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More