Only for Entertainment

ଜାହ୍ନବୀ ପୂରା କଲେ ଇଶାନଙ୍କ ଇଚ୍ଛା, ‘ଧଡକ’ର କୋ-ଷ୍ଟାରଙ୍କୁ ଦେଲେ ‘ପପ୍ପି’

zee news
0 37

ବଲିଉଡ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଏବେ ନିଜର ଡେବ୍ୟୁ ଫିଲ୍ମ ‘ଧଡକ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଟିଭି ଶୋ, ଇଭେଣ୍ଟ, ସୋସିଆଲ ମିଡିଆରେ ‘ଧଡକ’ର ଏହି ଦୁଇ ଷ୍ଟାର ଫିଲ୍ମକୁ ଜୋରସୋରରେ ପ୍ରମୋଶନ କରୁଛନ୍ତି । ଫିଲ୍ମର ପ୍ରମୋସନର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

ଏପରି ଏକ ଭିଡିଓ ପୁଣିଥରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜାହ୍ନବୀ ଇଶାନଙ୍କୁ ‘ପପ୍ପି’ ଦେଉଥିବା ଦେଖିବାକୁ ମିଳିଛି । ଆପଣଙ୍କର ମନେଥିବ ଫିଲ୍ମ ଧଡକର ଟ୍ରେଲରେ ଏକ ସିନ ରହିଛି ଯେଉଁଥିରେ ଇଶାନ ଜାହ୍ନବୀଙ୍କୁ କହୁଛନ୍ତି ମୋତେ ଏକ ପପ୍ପି ଦରକାର । ଏହାପରେ ଜାହ୍ନବୀ ଉତ୍ତର ଦେଉଛନ୍ତି ପପ୍ପି ଅର୍ଥାତ କୁକୁର ଛୁଆ । ତେବେ ଫିଲ୍ମରେ ଇଶାନଙ୍କ ଏହି ଇଚ୍ଛା ପୂରା ଦେଉଛି କି ନାହିଁ ତାହା ତ ଫିଲ୍ମ ଦେଖିଲା ପରେ ଜଣାପଡିବ ।

କିନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓରେ ଇଶାନଙ୍କ ଏହି ଇଚ୍ଛା ପୂରା ହୋଇଛି । ଜାହ୍ନବୀ ଇଶାନଙ୍କୁ ପପ୍ପି ଦେଉଥିବା ଦେଖିବାକୁ ମିଳିଛି ।

ଦେଖନ୍ତୁ ଭିଡିଓ-

Most people say, it’s rare that during promotions there’s a moment so real that it stays with you for life. We strongly disagree. Yesterday @janhvikapoor & @ishaan95 visited the set of India’s Best Draamebaaz and were showered with love and surprised with a ‘puppy’. A literal puppy! A moment for TV, became a moment in the lives of Madhukar and Parthavi. Ishaan & Janhvi fell in love with this little wonder and decided to take him home. The yet-to-be-named ‘Labrador’ is at his new home today with his older siblings – two feisty cats and we find that just paww-dorable!? #Dhadak . . . . #janhvikapoor #ishaankhatter #ishaan #janhvi #film #promotion #puppy #doggo #bollywood #dogs #instacute #instalove

A post shared by Dharma Productions (@dharmamovies) on

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More