Only for Entertainment

ଭାଇରାଲ ହେଉଛି ଜାହ୍ନବୀ- ଖୁସୀଙ୍କ ଡ୍ୟାନ୍ସ ଭିଡିଓ

instagram
0 39

ଜାହ୍ନବୀ କପୁର ଏବେ ନିଜର ପ୍ରଥମ ଫିଲ୍ମ ଧଡକକୁ ନେଇ ଚର୍ଚ୍ଚାରେ । ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମର ଟ୍ରେଲରରେ ତାଙ୍କର ଆକ୍ଟିଂ ଏବଂ ଡ୍ୟାନ୍ସିଂର ଦକ୍ଷତା ଦେଖିବାକୁ ମିଳିଛି । ତେବେ ଜାହ୍ନବୀ ଜଣେ ଭଲ ଡ୍ୟାନ୍ସର ହେବାର ପ୍ରମାଣ ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓକୁ ଜଣାପଡିଛି ।
ଭିଡିଓରେ ଜାହ୍ନବୀ- ଖୁସୀ ଏକ ସଙ୍ଗୀତ ସେରେମୋନିରେ ଇଶକବାଜ ଫିଲ୍ମର ଗୀତ ଜଲ୍ଲା-ବଲ୍ଲା ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓକୁ ଜାହ୍ନବୀ କପୁର ଏବଂ ଖୁସିଙ୍କ ଫ୍ୟାନ କ୍ଲବ ସେୟାର କରିଛନ୍ତି ।

 

କହିରଖୁଛୁ ଯେ ଫିଲ୍ମ ‘ଧଡକ’ରେ ଜାହ୍ନବୀ ଇଶାନ ଖଟ୍ଟରଙ୍କ ସହିତ ନଜର ଆସିବେ । ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମ ଜୁଲାଇ ୨୫ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More