Only for Entertainment

ଲମ୍ବା ସମୟ ପରେ ପାପା ବୋନି କପୂରଙ୍କ ସହ ଡିନର କରିବାକୁ ପହଂଚିଲେ ଜାହ୍ନବୀ !

22

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୂର ଅନେକ ସମୟାର ନିଜ ଫଟୋ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ଇଣ୍ଡଷ୍ଟ୍ରିରେ ଆସିବା ଦିନରୁ ହିଁ ତାଙ୍କ ଫଟୋ ସାମ୍ନାକୁ ଆସିବାକୁ ଲାଗିଛି । ଶୁକ୍ରବାର ରାତିରେ ମଧ୍ୟ ଜାହ୍ନବୀ ବାନ୍ଦ୍ରାରେ ଏକ ରେସ୍ତୋରାଁ ବାହାରେ ସ୍ପଟ ହୋଇଛନ୍ତି । ସେ ତାଙ୍କ ବାପାଙ୍କ ନଜର ଆସିଥିଲେ ।

ଯାହାର ଫଟୋ ସାମ୍ନାକୁ ଆସିଛି । ଫଟୋରେ ଟ୍ରାଡିସନାଲ ଲୁକରେ ନଜର ଆସିଛନ୍ତି ଜାହ୍ନବୀ । ବାପାଙ୍କ ସହ ଡିନରରେ ପହଂଚିଥିବା ଜାହ୍ନବୀଙ୍କ ଚେହେରାରେ ଖୁସି ପରିଷ୍କାର ନଜର ଆସିଥିଲା । ଏଠାରେ ଆମେ କହି ରଖୁଛୁ ଯେ ଜାହ୍ନବୀ ତାଙ୍କ ବାପାଙ୍କ ସହ ଖୁବ କ୍ଲୋଜ ଅଟନ୍ତି । ବାପାଙ୍କ ସହ ଅନେକ ଫଟୋ ଶେୟାର କରନ୍ତି ଜାହ୍ନବୀ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଜାହ୍ନବୀ କିଛି ଦିନ ହେବ କାରଗିଲ ଗର୍ଲ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଗୁଂଜନ ସକସେନାଙ୍କ ବାୟୋପିକ ଅଟେ । ଏହାବ୍ୟତୀତ ଜାହ୍ନବୀ କରଣ ଜୋହର ନିର୍ଦ୍ଦେଶିତ ମଲ୍ଟିଷ୍ଟାରର ଫିଲ୍ମ ତଖ୍ତ’ରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହ କରୀନା କପୂର ଖାନ, ରଣବୀର ସିଂ. ବିକ୍କି କୌଶଲ , ଭୂମି ପେଡନେକର, ଆଲିୟା ଭଟ୍ଟ ଏବଂ ଅନୀଲ କପୁର ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More