Only for Entertainment

ସମୂଦ୍ର କୂଳରେ ଗର୍ଲଫ୍ରେଣ୍ଡ ସହିତ ମସ୍ତି କରୁଥିବାର ନଜର ଆସିଲେ ନିକଙ୍କ ଭାଇ ।

bollywood tadka
17

ପ୍ରିୟଙ୍କା ଚୋପ୍ରାଙ୍କ ଦେଢଶୁର ଜୋ ଜୋନସ ଏବଂ ସୋଫି ଟର୍ଣ୍ଣରଙ୍କୁ ଅଧିକାଂଶ ସମୟରେ ମସ୍ତି କରୁଥିବାର ଦେଖିବାକୁ ମିଳେ । ଫଟୋରେ ଅଧିକାଂଶ ସମୟରେ ଏହି ଯୋଡ଼ିଙ୍କର ଖାସ ବଣ୍ଡିଂ ଦେଖିବାକୁ ମିଳେ ।

ପୁଣିଥରେ ସୋଫି ଏବଂ ଜୋ ଜୋନସ ମେକ୍ସିକୋରେ ଉପଭୋଗ କରୁଥିବାର ନଜର ଆସିଛି । ଦୁଇଜଣ କ୍ୱାଲିଟି ସମୟ ବିତାଉଛନ୍ତି ।
ଏହି ସମୟରେ ସୋଫିଙ୍କୁ କଳା ରଙ୍ଗର ସ୍ୱିମ ସୁଟରେ ଦେଖିବାକୁ ମିଳିଛି । ଜୋ ସର୍ଟଲେସ ଅଛନ୍ତି ।

ଫଟୋରେ ଜୋ ହେବାକୁ ଥିବା ପତ୍ନୀଙ୍କ ପ୍ରତି ପ୍ରୋଟେକ୍ଟିଭ ନଜର ଆସିଛନ୍ତି ।

ଫଟୋରେ ସେ ସୋଫିଙ୍କ ଗୋଡ଼ରେ ସନ ଟ୍ୟାନ ଲୋସନ ଲଗାଉ ଥିବାର ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More