Only for Entertainment

ଲାଇମଲାଇଟ ଠାରୁ କ’ଣ ପାଇଁ ଦୂରେଇ ରୁହନ୍ତି ଜନ ଆବ୍ରାହମଙ୍କ ପତ୍ନୀ, ଆକ୍ଟର କଲେ ଖୁଲାସା

India Forums
44

ବଲିଉଡ ଅଭିନେତା ଜନ ଆବ୍ରାହମ ଏବେ ନିଜର ଆଗାମୀ ଫିଲ୍ମ ର’କୁ ନେଇ ଘୁବ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ସେ ଜଣେ ଭାରତୀୟ ଜାସୁସ ଭୂମିକାରେ ନଜର ଆସିବେ । ନଜ ସର୍ବଦା ନିଜ ପ୍ରୋଫେସତନାଲ ଲାଇଫକୁ ନେଇ ଖୋଲା ଖୋଲି ଭାବେ ଆଲୋଚନା କରିଥାନ୍ତି । କିନ୍ତୁ ସେ ନିଜର ପର୍ସନାଲ ଲାଇଫକୁ ପର୍ସନାଲ ରଖିବାକୁ ପସନ୍ଦ କରିଥାନ୍ତି ।

ନିକଟରେ ଏକ ଇଣ୍ଟରଭ୍ୟୁରେ ଜନଙ୍କୁ ପର୍ସନାଲ ଲାଇଫ ବିଷୟରେ ପ୍ରଶ୍ନ କରାଯାଇଥିଲା । ଜନ କହିଛନ୍ତି ଯେ, ସେ ତାଙ୍କ ପତ୍ନୀଙ୍କ ସହିତ କ୍ୱ।।ଲିଟି ଟାଇମ ସ୍ପେଣ୍ଡ କରିବା ସମୟରେ ପାପାରାଜୀଙ୍କ କଲଚର ତାଙ୍କୁ ପସନ୍ଦ ଆସିନଥାଏ । ମୋ ପତ୍ନୀ ପ୍ରାଇଭେଟ ପର୍ସନ ଏବଂ ତାଙ୍କର ଏହି କଥା ମୋତେ ଖୁବ ପସନ୍ଦ ଆସିଥାଏ ।

john-priya

ଜନ କହିଛନ୍ତି ଯେ, ପ୍ରିୟା ତାଙ୍କ କାମରେ କାମ ରଖନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରିୟା ତାଙ୍କ ବିଜନେସରେ ଖାସ ଭୂମିକା ନିଭାଇଥାନ୍ତି । କିନ୍ତୁ ସବୁବେଳେ ପରଦା ପଛରେ ରହିବାକୁ ଚାହାଁନ୍ତି । ଜନ ଏହା ମଧ୍ୟ କହିଛନ୍ତି ଯେ, ପତ୍ନୀ ପ୍ରିୟା ମୋ ଫୁଟବଲ ଟିମ ନର୍ଥ ୟୁନାଇଟେଡ ଏଫସିକୁ ହ୍ୟାଣ୍ଡେଲ କରିଥାନ୍ତି ଯାହା ଗୌହାଟିରେ ଅବସ୍ଥିତ ।

କହିରଖୁଛୁ ଯେ, ୨୦୧୪ରେ ଜନ ପ୍ରିୟା ରୁଂଚାଲଙ୍କୁ ବିବାହ କରିଥିଲେ । ଦୁହେଁ ଏକ ପ୍ରାଇଭେଟ ସେରେମୋନୀରେ ବିବାହ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More