Only for Entertainment

ହଲିଉଡ ଅଭିନେତା ଜନି ଡେପଙ୍କ ପୂର୍ବ ପତ୍ନୀ ଛାଡପତ୍ର ବୁଝାମଣା ଟଙ୍କାକୁ କଲେ ଦାନ !

the wrap
0 48

ଅଭିନେତ୍ରୀ ଏମ୍ବର ହର୍ଡଙ୍କ ପୂର୍ବ ସ୍ୱାମୀ ଜନି ଡେପଙ୍କ ସହ ଛାଡପତ୍ର ହେବା ଲାଗି ବୁଝାମଣାରେ ମିଳିଥିବା ୭୦ଲକ୍ଷ ଡଲାର କିଛି ଅଂଶ ଦାନରେ ଦେଇଛନ୍ତି । ଶିଶୁ ମାନଙ୍କ ପାଇଁ ଥିବା ଏକ ହସ୍ପିଟାଲ ଲସଏଞ୍ଜେଲସରେ କହିଛନ୍ତି ହର୍ଡ ତାଙ୍କ ଛାଡପତ୍ର ବୁଝାମଣା ହୋଇଥିବା ଟଙ୍କାରୁ କିଛି ଅଂଶ ଦାନ କରିଛନ୍ତି ।

Muscle power

A post shared by Amber Heard (@amberheard) on

ସେ ୨୦୧୬ରେ ଅଲଗା ହେବା ପରେ ଏଭଳି କରିବେ ବୋଲି କହିଥିଲେ । ଏମ୍ବର ପ୍ରତିଜ୍ଞା କରିଥିଲେ ଯେ ତାଙ୍କୁ ଛାଡପତ୍ର ସମୟରେ ଯେଉଁ ଟଙ୍କା ମିଳିବ ତାହାକୁ ସେ ଦୁଇ ସଂସ୍ଥାକୁ ଦାନ କରିବେ । ଗୋଟିଏ ହେଉଛି ଆମେରିକାର ସିଭିଲ ଲିବର୍ଟିଜ ୟୁନିଅନ ଏବଂ ଅନ୍ୟଟି ହେଉଛି ସିଏଚଏଏଲ ।

ସିଏଚଏଏଲ ୨୦୧୭ରେ ନିଜ ରିପୋର୍ଟରେ ଏମ୍ବର୍ଡ ହର୍ଡଙ୍କ ନାମ ‘ଅନର ରୋଲ ଅଫ ଡୋନର୍ସ’ରେ ସୁଚୀବଦ୍ଧ କରିଛନ୍ତି । ଜାଣିବାକୁ ମିଳିଛି ଯେ ଏମ୍ବର୍ଡ ୧୦ଲକ୍ଷରୁ ୫୦ଲକ୍ଷ ଡଲାର ମଧ୍ୟରେ କିଛି ମୂଲ୍ୟ ଦାନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More