Only for Entertainment

କୁମକୁମ ଅଭିନେତ୍ରୀ ନେଲେ ପତି ସଚ୍ଚିନଙ୍କ ଠାରୁ ଡିଭୋର୍ସ । ଝିଅକୁ ମିଳିଲା ଫୁଲ କଷ୍ଟେଡି ।

jansatta
0 49

ଟିଭି ଅଭିନେତ୍ରୀ ଜୁହି ପରମାର ଏବଂ ସଚ୍ଚିନ ସ୍ରଫ ୮ ବର୍ଷ ଏକାଠି ରହିବା ପରେ ଅଲଗା ହୋଇଛନ୍ତି । ୨୦୧୭ ଡିସେମ୍ବର ୨୦ରେ ଦୁଇଜଣ ବାନ୍ଦ୍ରା କୋର୍ଟରେ ଆପ୍ଲାଇ କରିଥିଲେ । ରିପୋର୍ଟ ଅନୁସାରେ ଏବେ ଦୁଇଜଣ ଅଲଗା ହୋଇ ଯାଇଛନ୍ତି । ଜୁହି ତାଙ୍କ ପତିଙ୍କ ଠାରୁ ଏଲମନି ମଧ୍ୟ ଦାବି କରିନାହାଁନ୍ତି । ଝିଅକୁ ଫୁଲ କଷ୍ଟେଡି ମଧ୍ୟ ମିଳିସାରିଛି । ଦୁଇଜଣ ୨୦୦୯ରେ ବିବାହ କରିଥିଲେ । ଜୁହି କୌଣସି ପ୍ରକାରର ଡିମାଣ୍ଡ ରଖିନାହାଁନ୍ତି । ୧୮ ମାସ ଅଲଗା ରହିବା ପରେ ଦୁଇଜଣଙ୍କର ଡିଭୋର୍ସ ହୋଇଛି ।

 

My doll..❤️

A post shared by Juhi Parmar (@juhiparmar14) on

 

ଏକ ଶୋ’ରେ ଜୁହି କହିଥିଲେଯେ ସଚ୍ଚିନ ଓ ତାଙ୍କ ମଧ୍ୟରେ କେତେକ କ୍ଷେତ୍ରରେ ତାଳମେଳ ପଡ଼େ ନାହିଁ । ଏହା ଡିଭୋର୍ସର ମୁଖ୍ୟ କାରଣ । ଜୁହିଙ୍କ କହବିା ଅନୁସାରେ ବିବାହ ପୂର୍ବରୁ ପରିସ୍ଥିତି ଏଭଳି ନଥିଲା କିନ୍ତୁ ପରବର୍ତ୍ତୀ ସମୟରେ ବଦଳିି ଯାଇଥିଲା । ସଚ୍ଚିନଙ୍କ କାହାଣୀ ଶୁଣିବା ପରେ ସେ ବିବାହ କରିଥିଲେ,କାରଣ ଭାବିଥିଲେ ବିବାହ ପରେ ପ୍ରେମ ହୋଇଯିବ । କିନ୍ତୁ ଆଜି ପର୍ଯ୍ୟନ୍ତ ସେ କିଛି ବୁଝିପାରିଲେ ନାହିଁ ବୋଲି କହିଛନ୍ତି ।

#mystylist #mylove #happyfathersday

A post shared by sachin shroff (@sachinshroff1) on

Happy karwa chauth

A post shared by sachin shroff (@sachinshroff1) on

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More