Only for Entertainment

‘ଜୁରାସିକ ୱ୍ୱାର୍ଲ୍ଡ’କୁ ଅପେକ୍ଷା କରିଥିବା ପ୍ରଶଂସକଙ୍କ ପାଇଁ ଖୁସି ଖବର, ଏବେ ଗୋଟେ ଦିନ ପୂର୍ବରୁ ରିଲିଜ ହେବ ଫିଲ୍ମ ।

movieweb
0 69

ହଲିଉଡ ଫିଲ୍ମ ଜୁରାସିକ ୱାର୍ଲ୍ଡ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଆଣିଛି । ଶାନଦାର ଆକ୍ସନ ଏବଂ ଥ୍ରୀଲରେ ଭରପୂର ଏହି ଫିଲ୍ମ ‘ଜୁରାସିକ ୱାର୍ଲ୍ଡ: ଫଲେନ କିଂଡମ’ଭାରତରେ ଏବେ ଗୋଟେ ଦିନ ପୂର୍ବରୁ ରିଲିଜ ହେବ । ପ୍ରଥମେ ଏହି ଫିଲ୍ମ ୮ଜୁନରେ ରିଳିଜ ହେବାର ଥିଲା ଏବେ ଏହି ଫିଲ୍ମ ୭ଜୁନରେ ରିଲିଜ ହେବ । ଫିଲ୍ମର ଟ୍ରେଲର ପ୍ରଥମରୁ ଧମାଲ ମଚାଇ ସାରିଲାଣି । ଟ୍ରେଲରରୁ ଅନୁମାନ ଲଗାଯାଇ ପାରେ ଫିଲ୍ମ କେତେ ଭୟଙ୍କର ହୋଇଥିବ ।

ଖାସ କଥା ହେଉଛି ଏହା ହଲିଉଡ ଫିଲ୍ମ ହେବା କାରଣରୁ ଭାରତରେ ଆଗେ ରିଲିଜ ହେବ । ଏହି ଫିଲ୍ମ ୭ଜୁନରେ ଭାରତରେ ରିଲିଜ ହେବ ମାତ୍ର ଆମେରିକାରେ ୨୨ଜୁନରେ ଏହି ଫିଲ୍ମରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More