Only for Entertainment

ହଲିଉଡ ଅଭିନେତ୍ରୀ ଜେନିଫର ଏନିସ୍ଟନଙ୍କ ସହ ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ଜଷ୍ଟିନ ଥେରାକ୍ସ ।

AMARUJALA
0 29

ହଲିଉଡ ଅଭିନେତ୍ରୀ ଜେନିଫର ଏନିସ୍ଟନ ଏବଂ ତାଙ୍କ ପତି ଜଷ୍ଟିନ ଥେରାକ୍ସ ବର୍ଷର ଆରମ୍ଭରୁ ହିଁ ଫ୍ୟାନ୍ସ ମାନଙ୍କୁ ଝଟକା ଦେଇଥିଲେ । ୨ବର୍ଷର ବିବାହ ପରେ ଦୁହେଁ ଦୁହିଁଙ୍କ ଠାରୁ ବିଚ୍ଛେଦ ହୋଇଯାଇଛନ୍ତି । ଏବେ ଏହି ମାମଲାରେ ପ୍ରଥମ ଥର ଲାଗି ଜଷ୍ଟିନ ଥେରାକ୍ସ ବୟାନ ଦେଇଛନ୍ତି ।

ଏକ ସାକ୍ଷାତକାରରେ କହିଛନ୍ତି ଯେ ଦୁହେଁ ଦୁହିଁଙ୍କ ସହମତିରୁ ଛାଡପତ୍ର ଦେଇଥିଲେ । ଏହା ସବୁଠାରୁ ସଭ୍ୟ ବିଚ୍ଛେଦ ଥିବା କହିଛନ୍ତି । ଆମ ମଧ୍ୟରେ କୌଣସି ଶତୃତା ନାହିଁ । ଏଠାରେ ଆମେ କହି ରଖୁଛୁ ଯେ ଜେନିଫର ଏନିଷ୍ଟନ ବ୍ରେଡ ପିଟଙ୍କ ପୂର୍ବ ପତ୍ନୀ ଅଟନ୍ତି । ସେ ୨୦୦୫ରେ ଅଲଗା ହୋଇଥିଲେ । ଯେଉଁ ସମୟରେ ସେ ଆଂଜେଲିନା ଜୋଲିଙ୍କୁ ଡେଟ କରୁଥିଲେ । ସେହି ସମୟରେ ଜେନିଫର ବିବାହିତ ଥିଲେ । ଏଠାରେ ଆମେ କହି ରଖୁଛୁ ଯେ ବ୍ରେଡ ପିଟ ଏବଂ ଜେନିଫର ଙ୍କ ବିବାହ ୫ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More