Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଜଷ୍ଟିନ ଟ୍ରୁଡୋଙ୍କ ଫଟୋ, ଶେୟାର କରି ଲୋକେ ଦେଉଛନ୍ତି ମଜାଦାର କମେଣ୍ଟ

VICE News
0 56

ସାତ ଦିବସୀୟ ଭାରତ ଗ୍ରସ୍ତରେ ଆସିଥିବା କାନାଡିଆନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଯାତ୍ରାକୁ ସୋସିଆଲ ମିଡିଆରେ ମଜାକ ଉଡାଇଛନ୍ତି ଲୋକେ । ଜଷ୍ଟିନ ଟ୍ରୁଡୋଙ୍କ ପ୍ରତ୍ୟେକ ସାକ୍ଷାତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ଟୁଇଟରେ ତାଙ୍କର ଫଟୋକୁ ଶେୟାର କରି ମଜାଦାର ଟିପ୍ପଣୀ ଦେଇଛନ୍ତି ।

ତେବେ ଆସନ୍ତୁ ନଜର ପକାଇବା କିଛି ମଜାଦାର ଟିପ୍ପଣୀ ଉପରେ

justin

justin2

justin3

justin4

justin5

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More