Only for Entertainment

ୱିକେଣ୍ଡରେ ପୁଅ ଜୈନଙ୍କ ସହିତ ଏଞ୍ଜୟ କରୁଥିବାର ନଜର ଆସିଲେ ସାହିଦ କପୁର, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

shahidkapoor insta pic
9

ବଲିଉଡ ଅଭିନେତା ସାହିଦ କପୁର ଏବେ ଫାଦରହୁଡ ଲାଇଫକୁ ଖୁବ ଏଞ୍ଜୟ କରୁଛନ୍ତି । ସାହିଦଙ୍କ ଜୀବନରେ ପୁଇ ଜୈନ କିଛି ଦିନ ପୂର୍ବରୁ ହିଁ ପାଦ ରଖିଥିଲେ । ନିକଟରେ ସାହିଦ ଏବଂ ମିରା ଜୈନଙ୍କ ୬ ମାସ ପୂରଣ ହେବା ଖୁସିରେ ପାର୍ଟି ରଖିଥିଲେ ।

 

 

View this post on Instagram

 

The sun !

A post shared by Shahid Kapoor (@shahidkapoor) on

ନିକଟରେ ସାହିଦ କପୁର ପୁଅ ଜୈନ କପୁରଙ୍କ ସହିତ ଏକ ଫଟୋ ସେୟାର କରିଥିଲେ । ଫଟୋରେ ଦୁହେଁ ଖେଳୁଥିବାର ନଜର ଆସିଛନ୍ତି । ଜୈନଙ୍କୁ ସାହିଦ କପୁର ନିଜ କୋଳରେ ଉଠାଇଥିବା ବେଳେ ଜୈନ ପିତା ସାହିଦଙ୍କ ମୁହଁକୁ ଦୁଇ ହାତରେ୍ ଧରିଥିବାର ଦେଖିବାକୁ ମିଳିଛି । ଫଟୋ ସେୟାର କରି ସାହିଦ ଲେଖିଥିଲେ, ‘ଦ ସନ’ । ଫଟୋରେ ଦୁହିଁଙ୍କ କ୍ୟୁଟ କେମେଷ୍ଟ୍ରୀ ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

ସାହିଦଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ‘କବୀର ଖାନ’ରେ ନଜର ଆସିବ । ଏହି ଫିଲ୍ମରେ ତାବଙ୍କ ସହିତ ଅଭିନେତ୍ରୀ କିଆରା ଆଡଭଣୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More