Only for Entertainment

ୱିକେଣ୍ଡରେ ପୁଅ ଜୈନଙ୍କ ସହିତ ଏଞ୍ଜୟ କରୁଥିବାର ନଜର ଆସିଲେ ସାହିଦ କପୁର, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

shahidkapoor insta pic
19

ବଲିଉଡ ଅଭିନେତା ସାହିଦ କପୁର ଏବେ ଫାଦରହୁଡ ଲାଇଫକୁ ଖୁବ ଏଞ୍ଜୟ କରୁଛନ୍ତି । ସାହିଦଙ୍କ ଜୀବନରେ ପୁଇ ଜୈନ କିଛି ଦିନ ପୂର୍ବରୁ ହିଁ ପାଦ ରଖିଥିଲେ । ନିକଟରେ ସାହିଦ ଏବଂ ମିରା ଜୈନଙ୍କ ୬ ମାସ ପୂରଣ ହେବା ଖୁସିରେ ପାର୍ଟି ରଖିଥିଲେ ।

 

 

View this post on Instagram

 

The sun !

A post shared by Shahid Kapoor (@shahidkapoor) on

ନିକଟରେ ସାହିଦ କପୁର ପୁଅ ଜୈନ କପୁରଙ୍କ ସହିତ ଏକ ଫଟୋ ସେୟାର କରିଥିଲେ । ଫଟୋରେ ଦୁହେଁ ଖେଳୁଥିବାର ନଜର ଆସିଛନ୍ତି । ଜୈନଙ୍କୁ ସାହିଦ କପୁର ନିଜ କୋଳରେ ଉଠାଇଥିବା ବେଳେ ଜୈନ ପିତା ସାହିଦଙ୍କ ମୁହଁକୁ ଦୁଇ ହାତରେ୍ ଧରିଥିବାର ଦେଖିବାକୁ ମିଳିଛି । ଫଟୋ ସେୟାର କରି ସାହିଦ ଲେଖିଥିଲେ, ‘ଦ ସନ’ । ଫଟୋରେ ଦୁହିଁଙ୍କ କ୍ୟୁଟ କେମେଷ୍ଟ୍ରୀ ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

ସାହିଦଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ‘କବୀର ଖାନ’ରେ ନଜର ଆସିବ । ଏହି ଫିଲ୍ମରେ ତାବଙ୍କ ସହିତ ଅଭିନେତ୍ରୀ କିଆରା ଆଡଭଣୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More