Only for Entertainment

ଘରେ ପ୍ରସ୍ତୁତ କରନ୍ତୁ କଢାଇ ପନିର ।

ndtv food
0 42

ଆବଶ୍ୟକୀୟ ସାମଗ୍ରୀ- ୫୦୦ ଗ୍ରାମ ପନିର(ଫ୍ରାଏଡ),୩ରୁ ୪ଟି କଂଚା ଲଙ୍କା । ଅଦା ପେଷ୍ଟ,ଦହି,ତେଲ,ଜିରା,ହଳଦୀ,ତେଜପତ୍ର,ଲୁଣ,ଗରମ ମସଲା,ଗୋଲମରିଚ ଗୁଣ୍ଡ,ଧନିଆ ଗୁଣ୍ଡ,ଧନିଆ ପତ୍ର ।

 

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କଡ଼ାଇ  ଗରମ କରି ଜିରା ଓ ତେଜପତ୍ର ପକାନ୍ତୁ । ଫୁଟି ଆସିବା ପରେ ଅଦା ପେଷ୍ଟ ପକାନ୍ତୁ । ଏହାକୁ ଲାଇଟ ବ୍ରାଉନ ହେବା ପର୍ଯ୍ୟନ୍ତ କଷନ୍ତୁ । ଏହାପରେ ଦହି,ହଳଦୀ,ଲୁଣ,ଗରମ ମସଲା,ଗୋଲମରିଚ ଗୁଣ୍ଡ,ଧନିଆ ଗୁଣ୍ଡ ପକାଇ ତେଲ ଛାଡ଼ିବା ପର୍ଯ୍ୟନ୍ତ କଷନ୍ତୁ । ଏହାପରେ ପନିର ଓ କଂଚାଲଙ୍କା ପକାଇ ହାଇଫ୍ଲେମରେ ବସାନ୍ତୁ । ହୋଇଯିବା ପରେ ଧନିଆ ପତ୍ରରେ ଗାର୍ନିସ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More