Only for Entertainment

ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଏହି ଦିୱାନାଙ୍କ ଭିଡିଓ ଭାଇରାଲ, ୭୩ଲକ୍ଷରୁ ଉଦ୍ଧ୍ୱର୍ଥର ଦେଖାଯାଇସାରିଲାଣି !

KhabarNDTV
0 95

‘କୋଲାବରି ଡି’ ଏକ ଏଭଳି ଗୀତ ଥିଲା । ଯାହା ପୂରା ଦେଶରେ ହଙ୍ଗାମା ମଚାଇ ଦେଇଥିଲା ଏବଂ ଏହି ଗୀତ ପାଇଁ ଧନୁଷ ରାତାରାତି ସୁପରଷ୍ଟାର ହୋଇଯାଇଥିଲେ । ପୁଣିଥରେ ସାଉଥର ଏକ ଗୀତ ଆସିଛି ଯେଉଁଥିରେ ସେହିଭଳି କିଛି ରହିଛି ଯାହା କୋଲାବରୀ ଡି’କୁ ଟକ୍କର ଦେଇପାରିବା ଭଳି କ୍ଷମତା ରଖିଛି । ସାଉଥ ସୁପରଷ୍ଟାର ନୟନତାରାଙ୍କ ଆଗାମୀ ଫିଲ୍ମ ‘କୋଲାମାବୁ କୋକିଲା(କୋକୋ)’ର ଗୀତ ‘କଲ୍ୟାଣା ବାୟାସୁ’ଇଂଟରନେଟରେ ଭାୟରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ-

ଏହି ତାମିଲ ସଂଗୀତର ମ୍ୟୁଜିକ ଏବଂ ଲିରିକ୍ସ ଯେତେ ସୁନ୍ଦର ହୋଇଛି ଫିଲ୍ମର ଭିଡିଓ ମଧ୍ୟ ସେହିଭଳି ସୁନ୍ଦର ହୋଇଛି ଯାହା ବାରବାର ଦେଖିବାକୁ ଇଚ୍ଛା ଅନୁଭୂତ କରାଉଛି ।
୧୬ମେ’ରେ ରିଲିଜ ହୋଇଥିବା ଏହି ଗୀତ ୟୁଟ୍ୟୁବରେ ଏବେ ପର୍ଯ୍ୟନ୍ତ ୭୩ଲକ୍ଷ ଥର ଦେଖା ଯାଇସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More