Only for Entertainment

ଲିକ ହେଲା କମଲ ହାସନଙ୍କ ଝିଅ ଅକ୍ଷରାଙ୍କ ପ୍ରାଇଭେଟ ଫଟୋ । ଧର୍ମ ପରିବର୍ତ୍ତନ କରି ଚର୍ଚ୍ଚାକୁ ଆସିଥିଲେ ।

amarujala
76

ସାଉଥ ସୁପରଷ୍ଟାର କମଲ ହାସନଙ୍କ ଝିଅ ଅକ୍ଷରାଙ୍କ ପ୍ରାଇଭେଟ ଫଟୋ ଲିକ ହୋଇଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଅକ୍ଷରା ନଜର ଆସିଛନ୍ତି । ଏହି ଫଟୋ ଖୁବ ପ୍ରାଇଭେଟ । ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଫଟୋରେ ଅକ୍ଷରା ଅଛନ୍ତି ନା ତାଙ୍କ ସହିତ କେହି ଜାଣିଶୁଣି ଏଭଳି ଛେଡ଼ଛାଡ଼ କରିଛି ।

କିଛି ଫଟୋ ଇଂଟରନେଟରେ ଭାଇରାଲ ହେଉଛି ।ଅକ୍ଷରା ସେଲ୍ଫି ନେଉଥିବାର ନଜର ଆସିଛନ୍ତି । ଏହି ଫଟୋକୁ ନେଇ ୟୁଜର ଭିନ୍ନ ଭିନ୍ନ ରିଆକ୍ସନ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତିଯେ ଅକ୍ଷରା ହାସନଙ୍କ ସହିତ କିଏ ଛେଡ଼ଛାଡ଼ କରିଛି ।୨୦୧୫ରେ ଅମିତାଭ ଏବଂ ଧନୁଷଙ୍କ ଫିଲ୍ମ ଶମିତାଭରେ ଡେବ୍ୟୁ କରିଥିବା ଅକ୍ଷରାଙ୍କ ଫ୍ୟାନ୍ସଙ୍କୁ ଏହି ଫଟୋ ଆଶ୍ଚର୍ଯ୍ୟ କରିପାରେ ।ତେବେ ଅକ୍ଷରା ପ୍ରଥମ ନାୟିକା ନୁହଁନ୍ତି ଯାହା ଫଟୋ ଭାଇରାଲ ହେଇଛି ,ଏହା ପୂର୍ବରୁ ଅନ୍ୟ କେତେକଙ୍କ ସହିତ ଏଭଳି ହୋଇଛି ।୨୦୧୭ରେ ଅକ୍ଷରା ଧର୍ମ ପରିବର୍ତ୍ତନକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଏହି ବିଷୟରେ ଯେତେବେଳେ କମଲ ହାସନଙ୍କୁ ପ୍ରଶ୍ନ କରାଯାଇଥିଲା ସେ କହିଥିଲେଯେ ମୁଁ ମୋ ଝିଅ ସହିତ ଅଛି ।ତେବେ ବୌଦ୍ଧ ଧର୍ମରେ ମନ ବଳାଇଥିଲେ ଅକ୍ଷରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More