Only for Entertainment

ମେଂଟାଲ ହେ କ୍ୟା’ର ନୂଆ ପୋଷ୍ଟର ରିଲିଜ , ଲୋମହର୍ଷକାରୀ ହରକତ କରୁଥିବାର ନଜର ଆସିଲେ କଙ୍ଗନା-ରାଜକୁମାର !

33

ନୂଆ ପୋଷ୍ଟର ରିଲିଜ । ଏହି ପୋଷ୍ଟରରେ କଙ୍ଗନା ଏବଂ ରାଜକୁମାର ଦୁହେଁ ଦୁହିଁଙ୍କ ଜିଭ ଆଗରେ ଏକ ବ୍ଲେଡର ଧାରକୁ ଲଗାଇଛନ୍ତି । ଦୁହିଁଙ୍କ ଏଭଳି ହରକତ ଆପଣଙ୍କ ଲୋମ ଟାଙ୍କୁରେଇ ଦେବ ।


ଏହି ଫିଲ୍ମରେ ଜରିଆରେ ଅନେକ ବର୍ଷ ପରେ ରାଜକୁମାର ରାଓ ଏବଂ କଙ୍ଗନା ପୁଣିଥରେ ସ୍କ୍ରିନ ଶେୟାର କରିବେ । ଦୁହେଁ କଳାକାର ଫିଲ୍ମ କ୍ୱିନ ରେ କାମ କରିଥିଲେ । ମାତ୍ର କ୍ୱିନଙ୍କ ଭୁମିକା ଖୁବ କମ ଥିଲା ।


ଫିଲ୍ମ ବିଷୟରେ କହିବାକୁ ଗଲେ ‘ମେଂଟାଲ ହେ କ୍ୟା’କୁ ମେକର୍ସ ୨୧ଜୁନରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ପ୍ରକାଶ କୋବଲାମୁଡି ନିର୍ଦ୍ଦେଶନା କରିଛନ୍ତି । ଫିଲ୍ମରେ କଙ୍ଗନା ଏବଂ ରାଜକୁମାର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ଫିଲ୍ମର ଅନେକ ପୋଷ୍ଟର ସାମ୍ନାକୁ ଆସିଛି, ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More