Only for Entertainment

କରୀନାଙ୍କ ବିଷୟରେ କିଛି ଏଭଳି ମନ୍ତବ୍ୟ ଦେଲେ କଙ୍ଗନା !

58

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି । କିନ୍ତୁ ଏଥର ସେ କାହାର ପ୍ରଶଂସା କରି ଏଭଳି ବୟାନ ଦେଇଛନ୍ତି , ଯାହା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ, ପ୍ରଥମ ଥର କଙ୍ଗନା କହିଛନ୍ତି ଯେ ତାଙ୍କୁ କରୀନା କପୁରଙ୍କ ଠାରୁ ପ୍ରେରଣା ମିଳୁଛି ।

ସେ କହିଛନ୍ତି କରୀନା କେବଳ ଜଣେ ଭଲ ମହିଳା ନୁହଁନ୍ତି ବରଂ ଭଲ ସ୍ତ୍ରୀ ମଧ୍ୟ ଅଟନ୍ତି । ତାଙ୍କ ଚରିତ୍ର କଙ୍ଗନାଙ୍କୁ ପ୍ରୋତ୍ସାହିତ କରେ ବୋଲି କଙ୍ଗନା ବୟାନ ଦେଇଛନ୍ତି ।

କରୀନାଙ୍କୁ ସେ ଭଲ ମା’ ବୋଲି ମଧ୍ୟ କହିଛନ୍ତି କଙ୍ଗନା । କରୀନାଙ୍କୁ ଜଣେ ସମ୍ପୂର୍ଣ୍ଣ ମହିଳାର ପ୍ରମାଣ ବୋଲି କହିଛନ୍ତି ସେ । ଏହିକାରଣରୁ କରୀନାଙ୍କ ଠାରୁ ତାଙ୍କୁ ପ୍ରେରଣା ମିଳେ ବୋଲି କହିଛନ୍ତି କଙ୍ଗନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More