Only for Entertainment

କଙ୍ଗନାଙ୍କ ଫିଲ୍ମ ‘ଧାକଡ’ର ଟିଜର ହେଲା ରିଲିଜ ହେଲା , ଜବରଦସ୍ତ ଆକ୍ସନ କରୁଥିବାର ଆସିଲେ ନଜର !

59

କଙ୍ଗନା ରନୌତଙ୍କ ଫିଲ୍ମ ‘ଧାକଡ’ର ଟିଜର ରିଲିଜ ହୋଇଛି । ଟିଜରରେ କଙ୍ଗନା ରନୌତଙ୍କ ଧାକଡ ଅବତାର ଦେଖିବାକୁ ମିଳିବ । ଫିଲ୍ମରେ ସେ ଜବରଦସ୍ତ ଆକ୍ସନ କରୁଥିବାର ନଜର ଆସିଛନ୍ତି । ଟିଜର ଦେଖିବା ପରେ ଆପଣଙ୍କ ମଧ୍ୟରେ ଫିଲ୍ମକୁ ନେଇ ନିଶ୍ଚୟ ଉତ୍ସୁକତା ବଢିଯିବ । ଟିଜରରେ କଙ୍ଗନା ରନୌତ ମେସିନ ଗନ ଚଲାଉଥିବାର ନଜର ଆସିଛନ୍ତି । ତାଙ୍କ ଶରୀର ସାରା ରକ୍ତ ଜୁଡୁବୁଡୁ ନଜର ଆସିଛି ଏହାସହ ସେ ରାଗରେ ଥିବା ନଜର ଆସିଛନ୍ତି ।

ଟିମ କଙ୍ଗନା ରନୌତଙ୍କ ଫିଲ୍ମ ଧାକଡ ଟିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଭିଡିଓରେ କ୍ୟାପଶନ ଦିଆଯାଇଛି ଯେ, ଫିଲ୍ମ ଭୟଙ୍କର ହେବ ଏବଂ ଅନେକ ଗୀତରେ ଭରପୂର ରହିବ ଏବଂ ଏହି ଫିଲ୍ମ ୨୦୨୦ରେ ଦିପାବଳୀରେ ରିଲିଜ ହେବ ।

ଏଠାରେ ଆମେ କହି ରଖୁଛୁ ଯେ ନିକଟରେ କଙ୍ଗନାଙ୍କର ‘ଜକ୍ସମେଂଟାଲ ହେ କ୍ୟା’ ରିଲିଜ ହୋଇଥିଲା । ଏହି ଫିଲ୍ମରେ କଙ୍ଗନାଙ୍କ ସହ କଙ୍ଗନାଙ୍କ ସହ ରାଜକୁମାର ନଜର ଆସିଥିଲେ । ଯାହା ପରଦାରେ ଏତେମାତ୍ରାରେ ଭଲ ପ୍ରଦର୍ଶନ କରିପାରିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More