Only for Entertainment

ନବ ବର୍ଷରେ ପରିବାର ସହିତ ପାର୍ଟି କଲେ କଙ୍ଗନା, ସାମ୍ନାକୁ ଆସିଲା ମସ୍ତୀ କରୁଥିବାର ଫଟୋ ।

bollywood tadka
34

କଙ୍ଗନା ଖୁବ ବାସ୍ତବିକତାକୁ ନେଇ ବଂଚନ୍ତି । ଯାହା ତାଙ୍କ ପ୍ରତ୍ୟେକ ଇଂଟରଭ୍ୟୁରେ ଜାଣି ହୁଏ । ସେ ସଙ୍କେତ ଦିଅନ୍ତି ନାହିଁ ବରହ ସମସ୍ତଙ୍କ ସାମ୍ନାରେ ନିଜ ମତ ଖୁବ ଖୋଲା ଭାବରେ ରଖନ୍ତି । ନିକଟରେ ଏକ ଇଂଟରଭ୍ୟୁରେ କଙ୍ଗନା କହିଥିଲେଯେ ତାଙ୍କୁ ସୋସିଆଲ ମିଡିଆ ଆଦୌ ପସନ୍ଦ ନୁହେଁ । କାରଣ ଯେଉଁଠାରେ ନିଜ ଲୋକଙ୍କ ସହିତ କଥା ହେବା ପାଇଁ ସମୟ ନାହିଁ ସେଠାରେ ଅଚିହ୍ନା ଓ ଅଜଣା ଲୋକଙ୍କ ସହିତ କେଉଁ କଥା ହେବ । ତେବେ ସୋସିଆଲ ମିଡିଆକୁ ଖୁବ ଫାଲତୁ କହିଥିଲେ ଅଭିନେତ୍ରୀ । ତେବେ ସେ ଯାହା ହେଉ,କଙ୍ଗନା ଯଦିଓ ସୋସିଆଲ ମିଡିଆରେ ଆକ୍ଟିଭ ନାହାଁନ୍ତି ତଥାପି ତାଙ୍କ ଫଟୋ ସୋସିଆଲ ମିଡିଆ ମାଧ୍ୟମରେ ହିଁ ଆମ ପାଖରେ ପହଂଚିଥାଏ । ନିକଟରେ ସେହିଭଳି କିଛି ଫଟୋ କଙ୍ଗନାଙ୍କର ଦେଖିବାକୁ ମିଳିଛି ଯେଉଁଥିରେ ସେ ତାଙ୍କ ପରିବାର ସହିତ ମସ୍ତୀ କରୁଥିବାର ନଜର ଆସିଛନ୍ତି ।

 

 

 

ଏହି ଫଟୋ ତାଙ୍କ ଭଉଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପୂରା ପରିବାର ନୂଆ ବର୍ଷ ପାଳନ କରୁଥିବାର ନଜର ଆସିଛି । କଙ୍ଗନା ଏବଂ ତାଙ୍କ ଭଣଜାଙ୍କ ମଧ୍ୟରେ ଏକ ଖାସ ବଣ୍ଡିଂ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More