Only for Entertainment

ଋ୍ୟାପ ସଂଗରେ ଝଲସିଲେ କନିକା ସମସ୍ତଙ୍କୁ ମତୁଆଲା କରିବାକୁ ଗାଇଲେ ଚିଟର ମୋହନ

youtube
0 31

ପୁଣିଥରେ ନିଜ ଗାୟିକିରେ ସମସ୍ତଙ୍କୁ ମତୁଆଲା କରିବା ପାଇଁ କମବ୍ୟାକ କରିଛନ୍ତି ବେବି ଡଲ ମାନେ ସମସ୍ତଙ୍କର ପ୍ରିୟ ଫ୍ୟାସନ ଆଇକନ ,ଗୀତିକାର ତଥା କଣ୍ଠଶିଲ୍ପି କନିକା କପୁର । ନିଜ ଭଏସର ଯାଦୁରେ ସମସ୍ତଙ୍କୁ ଦିୱାନା କରିଥିବା ଏହି ଗାୟିକା ଏବେ ଏକ ନୂଆ ଗୀତରେ କରିଛନ୍ତି କମାଲ । କନିକାଙ୍କର ଭଏସରେ ଆସିଥିବା ଏହି ନୂଆ ଗୀତଟି ହେଊଛି ଚିଟର ମୋହନ । ଏହି ଗୀତକୂ ଲେଖିଛନ୍ତି ସବିର ଏହମଦ । ଏଥିରେ ଚମକ୍ତାର ର‌୍ୟାପର କମ୍ବିନେସନ ଦେଇଛନ୍ତି ର‌୍ୟାପର ଇକ୍କା । ଗୀତଟିକୁ ପୁରାପୁରି ର‌୍ୟାପ ଷ୍ଟାଈଲରେ ଲେଖାଯାଇଛି ଏବଂ ସେଥିରେ କନିକାଙ୍କ ଗାୟିକି ଏହାକୁ କରିଦେଇଛି ଆହୁରି ବେମିସାଲ । କରାଯାଇଛି । ଏବେ ଏହି ଗୀତଟିକୁ ଅନେକ ଲୋକ ଶୁଣୁଥିବା ବେଳେ ଏହା ଭରପୁର ମାତ୍ରାରେ ସମସ୍ତଙ୍କର ମନପସନ୍ଦ ମଧ୍ୟ ହୋଇ ପାରିଛି । କନିକା କପୁୂର ଏଥିରେ ନିଜେ ଅଭିନୟ କରିଛନ୍ତି । ସବୁବେଳେ କନିକା ନିଜ ଡିଫରେଂଟ ଗାୟିକି ଜରିଆରେ ସବୁଠି ହିଟ ହେଈପାରିଛନ୍ତିି । ତାଙ୍କର ଅନେକ ସୁପରହିଟ ଗୀତ ଗୁଡିକ ଆଜି ବି ସମସ୍ତଙ୍କ ମନରେ ରହିଛି । ବେବି ଡଲ, ସୁପର ଗାର୍ଲ ଫର ଚାଇନା, ଟୁକଟୁକ ତୁତିଆ, ଦେଶି ଲୁକ ଭଳି ଅନେକ ହିଟ ଗୀତ ଭେଟି ଦେଇ ସମସ୍ତଙ୍କର ଏକ ପ୍ରିୟ ସିଂଗର ହେଇପାରିଛନ୍ତି କନିକା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More